ETV Bharat / bharat

ହେପାଟାଇଟିସ୍-ସି ପାଇଁ ନୋବେଲ ପୁରସ୍କାର ପାଇବେ 3 ବୈଜ୍ଞାନିକ, ଜାଣନ୍ତୁ ଏହି ଭାଇରସ ବିଷୟରେ...

ହେପାଟାଇଟିସ୍-ସି ଭାଇରସର ଆବିଷ୍କାର ପାଇଁ ଫିଜିଓଲୋଜି କିମ୍ବା ମେଡିସିନରେ 2020 ନୋବେଲ ପୁରସ୍କାର ପାଇବେ ହାର୍ଭେ ଜେ ଆଲ୍ଟର୍, ମାଇକେଲ୍ ହଫଟନ୍ ଏବଂ ଚାର୍ଲ୍ସ ଏମ୍ ରାଇସ୍ ।

author img

By

Published : Oct 6, 2020, 4:26 PM IST

The Nobel Prize
ହେପାଟାଇଟିସ୍-ସି

ହାଇଦ୍ରାବାଦ: ହେପାଟାଇଟିସ୍-ସି ଭାଇରସର ଆବିଷ୍କାର ପାଇଁ ଫିଜିଓଲୋଜି କିମ୍ବା ମେଡିସିନରେ 2020 ନୋବେଲ ପୁରସ୍କାର ପାଇବେ ହାର୍ଭେ ଜେ ଆଲ୍ଟର୍, ମାଇକେଲ୍ ହଫଟନ୍ ଏବଂ ଚାର୍ଲ୍ସ ଏମ୍ ରାଇସ୍ ।

ହାର୍ଭେ ଜେ ଆଲ୍ଟର-

ଜନ୍ମ: 1935, ନ୍ୟୁୟର୍କ, ଆମେରିକା

ମାଇକେଲ୍ ହଫଟନ୍-

ଜନ୍ମ-ୟୁନାଇଟେଡ କିଙ୍ଗଟମ୍

ଚାର୍ଲସ୍ ଏମ୍ ରାଇସ୍-

ଜନ୍ମ-1952, ଆମେରିକା

ମେଡିସିନ୍ ପାଇଁ ନୋବେଲ ପୁରସ୍କାର ବିଜେତାଙ୍କ ବିଷୟରେ ତଥ୍ୟ-

  • 1901 ରୁ 2020 ମଧ୍ୟରେ ଫିଜିଓଲୋଜି କିମ୍ବା ମେଡିସିନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ 12 ଜଣ ମହିଳାଙ୍କୁ ମେଡିସିନ୍ ପୁରସ୍କାର ପ୍ରଦାନ କରାଯାଇଛି ।
  • ସର୍ବକନିଷ୍ଠ ମେଡିସିନ୍ ବିଜେତା ଫ୍ରେଡେରିକ୍ ଜି ବାଣ୍ଟିଙ୍ଗଙ୍କ ବୟସ ଥିଲା 32 ବର୍ଷ । ଯିଏ ଇନସୁଲିନ୍ ଆବିଷ୍କାର ପାଇଁ 1923 ମେଡିସିନ୍ ପୁରସ୍କାର ପାଇଥିଲେ ।
  • ସର୍ବ ପୁରାତନ ମେଡିସିନ୍ ବିଜେତା ପେଟନ୍ ରୋସଙ୍କ ବୟସ ଥିଲା 87 ବର୍ଷ । ଯେତେବେଳେ ସେ 1966 ମସିହାରେ ଟ୍ୟୁମର ସୃଷ୍ଟି କରୁଥିବା ଭାଇରସ ବିଷୟରେ ଆବିଷ୍କାର ପାଇଁ ମେଡିସିନ୍ ପୁରସ୍କାର ପାଇଥିଲେ।
  • 39 ମେଡିସିନ୍ ପୁରସ୍କାର କେବଳ ଜଣେ ବିଜେତାଙ୍କୁ ଦିଆଯାଇଛି ।
  • 33 ମେଡିସିନ୍ ପୁରସ୍କାର ଦୁଇ ବିଜେତାଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି ।
  • 39 ମେଡିସିନ୍ ପୁରସ୍କାର ତିନିଜଣ ବିଜେତାଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି ।
  • 1901-2020 ମଧ୍ୟରେ 222 ଜଣ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯାଇଛି ।

ହେପାଟାଇଟିସ୍ ସି-

  • ହେପାଟାଇଟିସ୍-ସି ହେଉଛି ଏକ ଯକୃତ ରୋଗ ଯାହା ହେପାଟାଇଟିସ୍-ସି ଭାଇରସ(HCV) ଦ୍ବାରା ସୃଷ୍ଟି ହୁଏ । ଏହି ଭାଇରସ ତୀବ୍ର ଏବଂ କ୍ରୋନିକ୍ ହେପାଟାଇଟିସ୍ ସୃଷ୍ଟି କରିପାରନ୍ତି । ସାମାନ୍ୟ ରୋଗଠାରୁ ଆରମ୍ଭ କରି ଗୁରୁତର, ଆଜୀବନ ଅସୁସ୍ଥତାର କାରଣ ଏହା ହୋଇପାରେ ।
  • ଯକୃତ କର୍କଟ ରୋଗର ମୁଖ୍ୟ କାରଣ ହେପାଟାଇଟିସ୍-ସି ।
  • ହେପାଟାଇଟିସ୍-ସି ଭାଇରସ ଅଳ୍ପ ପରିମାଣର ରକ୍ତ ସଂସ୍ପର୍ଶରେ ଆସିଥାଏ। ଅସୁରକ୍ଷିତ ଇଞ୍ଜେକ୍ସନ ବ୍ୟବହାର, ଅସୁରକ୍ଷିତ ସ୍ବାସ୍ଥ୍ୟସେବା ଓ ଅସୁରକ୍ଷିତ ଯୌନ ସମ୍ପର୍କ ପରେ ରକ୍ତ ମାଧ୍ୟମରେ ଏହି ଭାଇରସ ବ୍ୟାପିଥାଏ ।
  • ବିଶ୍ବରେ ପ୍ରାୟ 71 ନିୟୁତ ଲୋକଙ୍କର କ୍ରୋନିକ୍ ହେପାଟାଇଟିସ୍-ସି ଭାଇରସ ସଂକ୍ରମଣ ରହିଛି ।
  • ଯେଉଁମାନେ କ୍ରମାଗତ ଭାବରେ ସଂକ୍ରମିତ ହୋଇଥିଲେ ସେମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ସିରୋସିସ୍ କିମ୍ବା ଯକୃତ କର୍କଟ ରୋଗରେ ପୀଡିତ ହୁଅନ୍ତି ।
  • WHO ଆକଳନ କରିଛି ଯେ 2016 ରେ ହେପାଟାଇଟିସ୍-ସି ରେ ପ୍ରାୟ 399 000 ଲୋକ ମୃତ୍ୟୁବରଣ କରିଥିଲେ ।
  • ଆଣ୍ଟିଭାଇରାଲ୍ ଔଷଧ ହେପାଟାଇଟିସ୍-ସି ସଂକ୍ରମଣରେ 95 ପ୍ରତିଶତରୁ ଅଧିକ ଲୋକଙ୍କୁ ଆରୋଗ୍ୟ କରିପାରିବ । ଯାହାଦ୍ବାରା ସିରୋସିସ୍ ଏବଂ ଯକୃତ କର୍କଟ ରୋଗରେ ମୃତ୍ୟୁ ହେବାର ଆଶଙ୍କା କମିଯାଏ କିନ୍ତୁ ନିରାକରଣ ଏବଂ ଚିକିତ୍ସାର ସୁବିଧା କମ୍ ଅଟେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.