ETV Bharat / bharat

ଅଜବ ଟ୍ରାଫିକ ନିୟମ, କାର୍ ଡ୍ରାଇଭରଙ୍କ ହେଲମେଟ ନଥିବାରୁ କଟିଲା ଚାଲାଣ

ବୋଲେରୋ ଚଳାଇବା ବେଳେ ହେଲମେଟ ନପିନ୍ଧିବାରୁ ବ୍ୟକ୍ତିଙ୍କୁ ଆସିଛି 500ଟଙ୍କାର ଚାଲାଣ। ଏପରି ଅଜବ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଲକ୍ଷ୍ନୌରେ। ଅଧିକ ଖବର ପଢନ୍ତୁ...

_driving car without a helmet
ଅଜବ ଟ୍ରାଫିକ ନିୟମ, କାର୍ ଚଳାଇବା ବେଳେ ହେଲମେଟ ନଥିବାରୁ କଟିଲା ଚାଲାଣ
author img

By

Published : Feb 17, 2020, 10:57 PM IST

ଲକ୍ଷ୍ନୌ: ନୂତନ ଟ୍ରାଫିକ ନିୟମକୁ ନେଇ ସମସ୍ତ ମନରେ ଅହେତୁକ ଡର। ଯାହାକୁ ନେଇ କିଛି ଲୋକ ସଚେତନ ହୋଇଥିବା ବେଳେ ଆଉ କିଛି ଲୋକ ଯଥା ପୂର୍ବଂ ତଥା ପରଂରେ କାମ ଚଳାଇ ଚାଲିଛନ୍ତି। ତେବେ ଅନେକ ସମୟରେ ଏହି ନୂତନ ଟ୍ରାଫିକ୍ ନିୟମକୁ ନେଇ ଚର୍ଚ୍ଚାରେ ଉତ୍ତର ପ୍ରଦେଶ ଟ୍ରାଫିକ ପୋଲିସ । ଯେଉଁଥିରେ କାହା ପାଖକୁ ହଜାର ହଜାର ଟଙ୍କାର ଚାଲାଣ ଆସୁଥିବା ବେଳେ ଆଉ କାହାର ଗାଡି ନଥାଇ ବି ଚାଲାଣ ଆସୁଥିବା ଖବର ଦେଖିବାକୁ ମିଳିଛି।

_driving car without a helmet
ଅଜବ ଟ୍ରାଫିକ ନିୟମ, କାର୍ ଚଳାଇବା ବେଳେ ହେଲମେଟ ନଥିବାରୁ କଟିଲା ଚାଲାଣ

ତେବେ ବର୍ତ୍ତମାନ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ଜଣେ ଲୋକ ପାଖକୁ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିବା ପାଇଁ 500 ଟଙ୍କା ଚାଲାଣ ଆସିଛି। ହେଲେ ଏହାର କାରଣ ଜାଣିଲେ ଆପଣ ହସିହସି ବେଦମ ହୋଇୟିବେ। ବ୍ୟକ୍ତି ଜଣକ କାର୍ ଚଳାଉଥିବା ସମୟରେ ହେଲମେଟ ବ୍ୟବହାର କରିନଥିବାରୁ ଏହି ଚାଲାଣ କଟାଯାଇଥିଲା।

ସୂଚନା ଅନୁସାରେ, ଏହି ଘଟଣାଟି ଉତ୍ତର ପ୍ରଦେଶର ହାମିରପୁର ଜିଲ୍ଲାରେ ଘଟିଛି। ବ୍ୟକ୍ତି ଜଣକ ନିଜ ବୋଲୋରେ କାରରେ ବିନା ହେଲମେଟରେ ଚଳାଇଥିବାରୁ ଏହି ଚାଲାଣ କଟାଯାଇଛି। ଇ ଚାଲାଣର ଏହି ମେସେଜଟି ବ୍ୟକ୍ତିଙ୍କ ଫୋନକୁ ଆସିବା ପରେ ସେ ଏହାର ପ୍ରିଣ୍ଟ ବାହାର କରିଥିଲେ ଓ ଘଟଣା ବିଷୟରେ ଉଲ୍ଲେଖ କରିଥିଲେ। ଏହା ପୂର୍ବରୁ ମଧ୍ୟ ହମିପୁର ଆରଟିଓ ବିନା ସିଟ୍ ବେଲ୍ଟରେ ସ୍କୁଟି ଚଳାଇ ଚାଲାଣ ଗଣିଥିଲେ। ଏହିପରି କିଛି ଘଟଣା ସାମ୍ନାକୁ ଆସିବା ପରେ ହମିରପୁର ପୋଲିସର ଦାୟିତ୍ବହୀନତା ଜଳଜଳ ହୋଇ ବାରି ହୋଇ ପଡୁଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.