ETV Bharat / bharat

ବର୍ଷା ପାଣିରେ ଭାସିଗଲା କାର, ଦେଖନ୍ତୁ ଭିଡିଓ - heavy rain

ହିମାଚଳ ପ୍ରଦେଶରେ ଅତ୍ୟଧିକ ବର୍ଷା ଯୋଗୁଁ ଏକ କାର ପାଣିରେ ଭାସିଯାଇଥିବାର ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 17, 2019, 1:06 PM IST

ସିମଲା: ହିମାଚଳ ପ୍ରଦେଶରେ ଲାଗି ରହିଛି ବର୍ଷା । ଫଳ ସ୍ବରୂପ ଏଠାକାର ଜଳାଶୟ ବର୍ଷାରେ ଭର୍ତ୍ତୀ ହୋଇଯାଇଛି । କେତେକ ସ୍ଥାନରେ ବର୍ଷା ଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ଏଠାକାର ନାହନ ଜିଲ୍ଲାର ସିଲମୌରରେ ମଧ୍ୟ ବର୍ଷାର ଧାରା ଜାରି ରହିଛି।

ଏହି ଜିଲ୍ଲାର ସିରମୌର ଅଞ୍ଚଳର ସତୌନ-ଶ୍ରୀ ରେଣୁକା ମାର୍ଗରେ ଏକ କାର ପାଣିରେ ଭାସିଯାଇ ଏକ ନଦୀ ଭିତରେ ଅଧା ପୋତି ହୋଇ ଯାଇଥିବାର ଦେଖିବାକୁ ମିଳିଛି । ତେବେ କାର ଭିତରେ ଥିବା 4 ଜଣ ଲୋକ ଏଥିରୁ ଅଳ୍ପକେ ବର୍ତ୍ତିଯାଇଥିଲେ । ସେମାନେ ସମୟ ପୂର୍ବରୁ କୌଶଳକ୍ରମେ କାରରୁ ବାହାରି ଯାଇଥିଲେ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଗତ ଶୁକ୍ରବାର ସତୌନା-ଶ୍ରୀ ରେଣୁକା ମାର୍ଗରେ ଉତ୍ତରାଖଣ୍ଡର ଏକ କାରରେ 4 ଜଣ ଲୋକ ରେଣୁକା ମାର୍ଗ ପଟରୁ ଆସୁଥିଲେ । ହେଲେ ଅତ୍ୟଧିକ ବର୍ଷା ହେତୁ ପାହଡରୁ ମୂଷଳ ଧାରାରେ ପାଣି ବୋହିଥିଲା । ଯାହାଦ୍ବାରା କାରଟି ଭାସି ଯାଇଥିଲା । ଆଉ ଏଥିରେ ବସିଥିବା ଲୋକ ପାଣି ଭିତରକୁ ଡେଇଁ ନିଜ ଜୀବନ ବଞ୍ଚାଇଥିଲେ । ଏହାପରେ କାରଟି ଯାଇ ନଦୀରେ ପଡିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.