ETV Bharat / bharat

ସାପ କାମୁଡିବା ପରେ ଯୁବକକୁ ଗୋବରରେ ପୋତିଲେ ପରିବାର

ଶାହାଜାହାନପୁରରେ ଜଣେ ଯୁବକକୁ ସାପ କାମୁଡ଼ିବା ପରେ ସ୍ଥାନୀୟ ଲୋକେ ଏକ ଅଜବ ପ୍ରଥା ଆପଣାଇଥିଲେ । ଯୁବକକୁ ସାପ କାମୁଡିବା ପରେ ତାକୁ ଗୋବରରେ ପୋତି ଦେଇଥିଲେ ।

The family buried the young man in the dung
ସାପ କାମୁଡିବା ପରେ ଯୁବକକୁ ଗୋବରରେ ପୋତିଲେ ପରିବାର
author img

By

Published : Aug 19, 2020, 9:26 PM IST

ଲକ୍ଷ୍ନୌ: ଶାହାଜାହାନପୁରରେ ଜଣେ ଯୁବକକୁ ସାପ କାମୁଡ଼ିବା ପରେ ସ୍ଥାନୀୟ ଲୋକେ ଏକ ଅଜବ ପ୍ରଥା ଆପଣାଇଥିଲେ । ଯୁବକକୁ ସାପ କାମୁଡିବା ପରେ ତାକୁ ଗୋବରରେ ପୋତି ଦେଇଥିଲେ । ଏହାପରେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଜୀବିତ ହୋଇଯିବା ଆଶାରେ ପରିବାର ଏପରି କାର୍ଯ୍ୟ କରିଛନ୍ତି ।

The family buried the young man in the dung
ସାପ କାମୁଡିବା ପରେ ଯୁବକକୁ ଗୋବରରେ ପୋତିଲେ ପରିବାର

ଅନ୍ଧବିଶ୍ବାସ ସହିତ ଜଡିତ ଏହି ଘଟଣା ନିଗୋହି ଅଞ୍ଚଳର ସଙ୍ଗମ ଭାଟିକା କଲୋନୀର ଅଟେ । ସେହି ସ୍ଥାନରେ ରହୁଥିବା ଯୁବକ ସୁରେନ୍ଦ୍ରଙ୍କୁ ବିଳମ୍ବିତ ରାତିରେ ସାପ କାମୁଡ଼ି ଦେଇଥିଲା । ତାଙ୍କୁ ଜିଲ୍ଲା ଡାକ୍ତରଖାନା ନେବା ପରିବର୍ତ୍ତେ ସୁରେନ୍ଦ୍ରଙ୍କ ପରିବାର ତାଙ୍କୁ ଗୁଣିଆ ପାଖକୁ ନେଇଯାଇଥିଲେ ।

ରାତିସାରା ଝାଡଫୁଙ୍କା ପରେ ସୁରେନ୍ଦ୍ରଙ୍କ ନିଶ୍ବାସ ବନ୍ଦ ହୋଇଯାଇଥିଲା । ପରେ ତାଙ୍କୁ ବଞ୍ଚାଇବା ପାଇଁ ଗୋବରରେ ପୋତାଯାଇଥିଲା । ତାନ୍ତ୍ରିକ ବାବାଙ୍କ ମତରେ ସାପର ବିଷ ଗୋବରରେ ଲାଘବ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.