ETV Bharat / bharat

ମାଉଣ୍ଟ ଆବୁରେ ଶୀତୁଆ ସକାଳର ମଜା ନେଉଛନ୍ତି ପର୍ଯ୍ୟଟକ - ମାଉଣ୍ଟ ଆବୁରେ ଶୀତର ଲହରୀ

ମାଉଣ୍ଟ ଆବୁରେ ଗରମ ଗରମ ଚା' ସାଙ୍ଗକୁ ଥଣ୍ଡା ଥଣ୍ଡା ପବନର ମଜା ନେଉଛନ୍ତି ପର୍ଯ୍ୟଟକ । ଶୀତ ଦିନ ବଢିବା ସହ ପର୍ଯ୍ୟଟକଙ୍କର ମଧ୍ୟ ଭିଡ ଦେଖିବାକୁ ମିଳୁଛି । ସୋମବାର ହିଲ ଷ୍ଟେସନରେ ପାରାରେ 2 ଡିଗ୍ରୀ ହ୍ରାସ ଘଟିଥିବାବେଳେ ଏହାର ସର୍ବନିମ୍ନ ତାପମାତ୍ରା 13 ଡିଗ୍ରୀ ରହିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Nov 4, 2019, 2:34 PM IST

ଜୟପୁର: ରାଜସ୍ଥାନର ସିରୋହୀ ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ମାଉଣ୍ଟ ଆବୁରେ 2 ଦିନ ଧରି ବର୍ଷା ଯୋଗୁଁ ଏବେ ଥଣ୍ଡାର ଲହରୀ ଜାରି ହୋଇଛି । ମାଉଣ୍ଟ ଆବୁର ସର୍ବନିମ୍ନ ତାପମାତ୍ରା 13 ଡିଗ୍ରୀ ରେକର୍ଡ କରାଯାଇଛି । ଏହି ପରିପେକ୍ଷୀରେ ଦିନକୁ ଦିନ ପର୍ଯ୍ୟଟକଙ୍କର ମାତ୍ରାରେ ବୃଦ୍ଧି ଘଟିଛି ।

Mount Abu
ମାଉଣ୍ଟ ଆବୁରେ ଥଣ୍ଡାର ଲହରୀ ଜାରି

ମାଉଣ୍ଟ ଆବୁର ଅନୁକୂଳ ପରିବେଶ ସମସ୍ତ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି । ଶୀତୁଆ ସକାଳରେ ଚା' ଦୋକାନ ପଖରେ ଭିଡ ଜମାଇ ଗରମ ଗରମ ଚା'ର ମଜାନେଉଛନ୍ତି ପର୍ଯ୍ୟଟକମାନେ । ଶୀତରୁ ରକ୍ଷା ପାଇବା ପାଇଁ ଶରୀରକୁ ଗରମ ବସ୍ତ୍ରରେ ଆବୃତ କରି ରଖିବା ସହ ସକାଳର ଶୀତଳ ପବନରେ ପ୍ରାତଃ ଭ୍ରମଣ କରି ଏହି ପରିବେଶର ଭରପୁର ମଜା ଉଠାଉଛନ୍ତି ।

Mount Abu
ଶୀତୁଆ ଶକାଳରେ ଚା'ର ମଜା ନେଉଛନ୍ତି ଲୋକେ

ରାଜସ୍ଥାନର ଏହି ଏକମାତ୍ର ହିଲ ଷ୍ଟେସନର ଶୀତୁଆ ଶୋଭା ସତରେ କେତେ ଯେ ଭିନ୍ନ । ଏହାର ପ୍ରାକୃତିକ ପରିବେଶ ଭାବୁକ ଓ ପ୍ରକୃତିପ୍ରେମୀକୁ ଆନମନା କରିଥାଏ । ତେବେ ସିରୋହୀ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ଯୋଗୁଁ ଫସଲ ନଷ୍ଟ ହେବାର ମଧ୍ୟ ଦେଖିବାକୁ ମିଳିଛି ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.