ETV Bharat / bharat

ଖ୍ରୀଷ୍ଟମାସ: ପୁର ଠୁ ପଲ୍ଲୀ ସବୁଆଡେ ଉତ୍ସବର ମାହୋଲ, ଚର୍ଚ୍ଚରେ ଭିଡ - ଖ୍ରୀଷ୍ଟମାସ ଡେ

ଧରାପୃଷ୍ଠକୁ ଓହ୍ଲାଇଲେ ପ୍ରଭୁ ଯୀଶୁ । ଏଥିପାଇଁ ସଜେଇ ହୋଇଛି ବିଭିନ୍ନ ଚର୍ଚ୍ଚ । ପରସ୍ପରକୁ ଶୁଭେଚ୍ଛା ଜଣାଇ କେକ ଖାଉଛନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ । ଖାଲି ଖ୍ରୀଷ୍ଟିୟାନ ନୁହେଁ ବରଂ ସବୁ ଧର୍ମର ଲୋକେ ଧୁମଧାମର ସହ ପାଳୁଛନ୍ତି ଆଜିର ଦିନକୁ । ଅଧିକ ପଢନ୍ତୁ...

Christmas day
ଖ୍ରୀଷ୍ଟମାସ ଡେ
author img

By

Published : Dec 25, 2019, 11:08 AM IST

Updated : Dec 25, 2019, 12:06 PM IST

ହାଇଦ୍ରାବାଦ: ପ୍ରତିବର୍ଷ ଡିସେମ୍ବର ମାସ ୨୫ ତାରିଖକୁ 'ଖ୍ରୀଷ୍ଟମାସ ଡେ' ବା ବଡଦିନ ଭାବେ ପାଳନ କରାଯାଏ । ଏହି ଦିନ ଭଗବାନ ଯୀଶୁ ମନୁଷ୍ୟ ଦେହ ଧାରଣ କରି ମଦର ମେରିଙ୍କ ଗର୍ଭରୁ ଜନ୍ମ ଜନ୍ମଗ୍ରହଣ କରିଥିଲେ । ଖ୍ରୀଷ୍ଟ ଧର୍ମର ଏହା ସବୁଠାରୁ ବଡ ପର୍ବ । ଏହି ଦିବସକୁ ସାରା ବିଶ୍ବର ଲୋକେ ମିଳିମିଶି ଅତି ଧୁମଧାମର ସହ ପାଳନ କରିଥାନ୍ତି।

ଧରାପୃଷ୍ଠକୁ ଓହ୍ଲାଇଲେ ପ୍ରଭୁ ଯୀଶୁ

ଏହି ଉତ୍ସବରେ ଖ୍ରୀଷ୍ଟ ଧର୍ମର ଲୋକମାନେ ନିଜ ଘରକୁ ଆଲୋକମାଳା ଓ ଫୁଲରେ ସଜାଇବା ସହ ନୂତନ ପୋଷାକ କିଣି ବଭିନ୍ନ ପ୍ରକାରର ସୁସ୍ବାଦୁ ଖାଦ୍ୟ ଓ କେକ ତିଆରି କରିଥାନ୍ତି । ବଡଦିନରେ କେକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହି ଦିନ ସମସ୍ତ ଚର୍ଚ୍ଚ ଗୁଡିକୁ ସୁନ୍ଦର ଭାବରେ ସଜାଇବା ସହିତ ସ୍ବତନ୍ତ୍ର ପ୍ରାର୍ଥନା କରାଯାଇଥାଏ । ସମସ୍ତ ଚର୍ଚ୍ଚରେ ଏନ୍ତୁଡିଶାଳ ନିର୍ମାଣ କରାଯାଇ ଯୀଶୁଙ୍କ ଜନ୍ମ ବୃତ୍ତାନ୍ତକୁ ବ୍ୟାଖ୍ୟା କରାଯାଇଥାଏ ।

Christmas day
ଘରକୁ ଆଲୋକମାଳା ଓ ଫୁଲରେ ସଜା ଯାଇଥାଏ

ବଡଦିନରେ ଖ୍ରୀଷ୍ଟମାସ ଟ୍ରୀ ମଧ୍ୟ ଏକ ଅଲଗା ପ୍ରସ୍ତୁତ କରାଯାଇଥାଏ। ଏହି ଟ୍ରୀକୁ ବିଭିନ୍ନ ପ୍ରକାରର ସାମଗ୍ରୀ ଓ ଆଲୋକରେ ସଜାଯାଇଥାଏ । ସମସ୍ତେ ମିଳିତ ହୋଇ କେକ କାଟିବା ସହ ପରସ୍ପରକୁ କେକ ଖୁଆଇ ଏହି ଦିନର ଶୁଭେଚ୍ଛା ଜଣାଇଥାନ୍ତି ।

Christmas day
ଆଜି ଖ୍ରୀଷ୍ଟମାସ ଡେ

ସେହିପରି ବଡଦିନରେ 'ସାଣ୍ଟା କ୍ଲସ'ର ମଧ୍ୟ ଅନେକ ମହତ୍ତ୍ବ ରହିଛି । ସାଣ୍ଟା କ୍ଲସ ବିନା ବଡଦିନ ଅଧୁରା ଲାଗେ । ଏହି ଦିନ ସାଣ୍ଟା ତାର ଝୋଲିରେ ଗିଫ୍ଟ ମାନ ରଖି କୁନି କୁନି ଛୁଆଙ୍କୁ ବାଣ୍ଟିଥାନ୍ତି । ଆଉ କିଛି ବ୍ୟକ୍ତି ସାଣ୍ଟା କ୍ଲସର ରୂପ ଧାରଣ କରି ଗରିବଙ୍କୁ ବିଭିନ୍ନ ପ୍ରକାରର ଉପହାର ଦେଇ ସେମାନଙ୍କ ସହ ଖୁସି ବାଣ୍ଟିଥାନ୍ତି ।

Christmas day
ବଡଦିନରେ ସାଣ୍ଟା କ୍ଲସର ରହିଛି ବିଶେଷ ମହତ୍ତ୍ବ

पणजी , इमेक्युलेक चर्च प्रार्थना सभेत बालक येशूला गोठ्यात ठेवताना फादर वॉल्टर डीसा.
Last Updated : Dec 25, 2019, 12:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.