ETV Bharat / bharat

ମାନସିକ ରୋଗୀଙ୍କୁ ସହାୟକ ହେବ ହେଲ୍ପଲାଇନ 'କିରଣ' - KIRAN

ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥାୱରଚାନ୍ଦ ଗେହଲଟ୍ ସୋମବାର ଦିନ 24x7 ଟୋଲ୍ ଫ୍ରି ମାନସିକ ସ୍ବାସ୍ଥ୍ୟ ପୁନର୍ବାସ ହେଲ୍ପଲାଇନ "କିରଣ" ଲଞ୍ଚ କରିବେ। ଏହି ହେଲ୍ପଲାଇନର ବିକାଶ ଭିନ୍ନକ୍ଷମଙ୍କ ସଶକ୍ତିକରଣ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଛି, ଯାହା ମାନସିକ ରୋଗୀଙ୍କୁ ଉପଶମ ଏବଂ ସହାୟକ ହେବ । ଅଧିକ ପଢନ୍ତୁ...

ମାନସିକ ରୋଗୀଙ୍କୁ ସହାୟ ହେବ ହେଲ୍ପଲାଇନ 'କିରଣ'

author img

By

Published : Sep 5, 2020, 4:46 PM IST

ନୂଆଦିଲ୍ଲୀ: ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥାୱରଚାନ୍ଦ ଗେହଲଟ୍ ସୋମବାର ଦିନ 24x7 ଟୋଲ୍ ଫ୍ରି ମାନସିକ ସ୍ବାସ୍ଥ୍ୟ ପୁନର୍ବାସ ହେଲ୍ପଲାଇନ "କିରଣ" ଲଞ୍ଚ କରିବେ। ହେଲ୍ପଲାଇନ ନମ୍ବର ହେଉଛି 1800-500-0019 । ଏହି ହେଲ୍ପଲାଇନର ବିକାଶ ଭିନ୍ନକ୍ଷମଙ୍କ ସଶକ୍ତିକରଣ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଛି, ଯାହା ମାନସିକ ରୋଗୀଙ୍କୁ ଉପଶମ ଏବଂ ସହାୟକ ହେବ ।

ଏହି ହେଲ୍ପଲାଇନ ପ୍ରାରମ୍ଭିକ ସ୍କ୍ରିନିଂ, ପ୍ରାଥମିକ ଚିକିତ୍ସା, ମାନସିକ ସହାୟତା, ମାନସିକ ସୁସ୍ଥତା ଏବଂ ମାନସିକ ସଙ୍କଟ ପରିଚାଳନା ଲକ୍ଷ୍ୟ ସହିତ ମାନସିକ ସ୍ବାସ୍ଥ୍ୟ ପୁନର୍ବାସ ସେବା ପ୍ରଦାନ କରିବ। ବ୍ୟକ୍ତିବିଶେଷ, ପରିବାର, ଏନଜିଓ, ପ୍ୟାରେଣ୍ଟ୍ ଆସୋସିଏସନ୍, ପ୍ରଫେସନାଲ୍ ଆସୋସିଏସନ୍, ପୁନର୍ବାସ ପ୍ରତିଷ୍ଠାନ, ଡାକ୍ତରଖାନା କିମ୍ବା ସମଗ୍ର ଦେଶରେ ସହାୟତା ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ପ୍ରଥମ ପର୍ଯ୍ୟାୟ ପରାମର୍ଶ, ଏବଂ ରେଫରେନ୍ସ ପ୍ରଦାନ କରିବା ଏହା ଏକ ଲାଇଫ୍ ଲାଇନ୍ ଭାବରେ କାର୍ଯ୍ୟ କରିବ ।

ଏହା ବିଶେଷତଃ ମହାମାରୀ କୋରୋନା ପରେ ଲୋକଙ୍କର ମାନସିକ ରୋଗ ବଢୁଥିବା ଘଟଣାକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.