ETV Bharat / bharat

‘ମେ ଭୀ ହରଜିତ୍ ସିଂ’ ଅଭିଯାନରେ ତେଲେଙ୍ଗାନା ପୋଲିସ

author img

By

Published : Apr 28, 2020, 2:36 PM IST

ପଞ୍ଜାବ ପୋଲିସ ଦ୍ବାରା ଆରମ୍ଭ ହୋଇଥିବା ‘ମେ ଭୀ ହରଜିତ୍ ସିଂ’ ଅଭିଯାନରେ ତେଲେଙ୍ଗାନା ପୋଲିସ ସୋମବାର ଅଂଶଗ୍ରହଣ କରିଛି ​​। ଏଏସଆଇ ହରଜିତ୍ ସିଂହଙ୍କ ସମର୍ଥନରେ ଏହି ଅଭିଯାନ ଚାଲିଛି ।

telengana police
ମେ ଭୀ ହରଜିତ୍ ସିଂ

ହାଇଦ୍ରାବାଦ: ପଞ୍ଜାବ ପୋଲିସ ଦ୍ବାରା ଆରମ୍ଭ ହୋଇଥିବା ‘ମେ ଭୀ ହରଜିତ୍ ସିଂ’ ଅଭିଯାନରେ ତେଲେଙ୍ଗାନା ପୋଲିସ ସୋମବାର ଅଂଶଗ୍ରହଣ କରିଛି ​​। ଏଏସଆଇ ହରଜିତ୍ ସିଂହଙ୍କ ସମର୍ଥନରେ ଏହି ଅଭିଯାନ ଚାଲିଛି ।

ହାଇଦ୍ରାବାଦର ପୋଲିସ କମିଶନର ଅଞ୍ଜନି କୁମାର ଏକ ପ୍ରେସ ବିବୃତ୍ତିରେ କହିଛନ୍ତି, ‘ଆଜି 2,000 ରୁ ଅଧିକ ପୋଲିସ କର୍ମଚାରୀ ଆମ ସାହସୀ ହରଜିତ ସିଂଙ୍କ ନେମପ୍ଲେଟ ପିନ୍ଧିଥିଲେ। ସେ ପିନ୍ଧିଥିବା ସମାନ ଖାକି ପିନ୍ଧିଥିବାରୁ ଆମେ ଗର୍ବିତ ଅନୁଭବ କରୁଛୁ’।

ସୋମବାର ପଞ୍ଜାବ ପୋଲିସ କର୍ମଚାରୀମାନେ ମଧ୍ୟ ହରଜିତ୍ ସିଂହଙ୍କ ନାଁ ରେ ବ୍ୟାଚ୍ ପିନ୍ଧିଥିଲେ । ହରଜିତ୍ ସିଂହ ରାଜ୍ୟରେ ଲକଡାଉନ୍ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ହାତ କଟି ଯାଇଥିଲା।

ସବ୍-ଇନ୍ସପେକ୍ଟର ହରଜିତ୍ ସିଂଙ୍କ ପ୍ରତି ଏକତା ପ୍ରଦର୍ଶନ କରିବା ପାଇଁ ପଞ୍ଜବା ଡିଜିପି ଦିନକର୍ ଗୁପ୍ତାଙ୍କ ଏହି ଅଭିଯାନ ଆରମ୍ଭ କରିଥିଲେ । ଏପ୍ରିଲ 12ରେ ଏଏସଆଇଙ୍କ ଉପରେ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ତାଙ୍କ ହାତ କଟିଯାଇଥିଲା । ପରେ ତାଙ୍କ ହାତକୁ ଚଣ୍ଡିଗଡର PGIMER ରେ ପୁନଃରୋପଣ କରାଯାଇଥିଲା ଏବଂ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.