ହାଇଦ୍ରାବାଦ: କୋଟି କୋଟି ଟଙ୍କା ବ୍ୟୟରେ ହେଉଛି ସରକାରୀ ଯୋଜନା । ଏଥରେ ଚାଷୀ ପାଇବେ ଲାଭ । ସେମାନଙ୍କ ପାଇଁ ନୂତନ ଯୋଜନା କଲେ ତେଲେଙ୍ଗାନା ସରକାର । ଏହି ଯୋଜନା ଚାଷୀଙ୍କୁ କରିବ ସହାୟତା ।
କୃଷକ ସହାୟକ ଯୋଜନା ଅନୁଯାୟୀ ସରକାର 6,900 କୋଟି ଟଙ୍କା ଅର୍ଥ ମଞ୍ଜୁର କରିଥିବା ଜଣାପଡିଛି । ଯୋଜନା ଅନୁସାରେ କୃଷକଙ୍କୁ ବାର୍ଷିକ ଏକର ପିଛା 4000ରୁ 5000 ଟଙ୍କା ପ୍ରଦାନ କରାଯିବ ।