ETV Bharat / bharat

ତେଲେଙ୍ଗାନା ଅର୍ଥମନ୍ତ୍ରୀ କୋରୋନା ପଜିଟିଭ୍

author img

By

Published : Sep 5, 2020, 1:28 PM IST

ତେଲେଙ୍ଗାନା ଅର୍ଥମନ୍ତ୍ରୀ ଟି ହରିଶ ରାଓ ଶନିବାର କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଟ୍ବିଟ କରି ନିଜେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ।

ତେଲେଙ୍ଗାନା ଅର୍ଥମନ୍ତ୍ରୀ କୋରୋନା ପଜିଟିଭ୍
ତେଲେଙ୍ଗାନା ଅର୍ଥମନ୍ତ୍ରୀ କୋରୋନା ପଜିଟିଭ୍

ହାଇଦ୍ରାବାଦ: ତେଲେଙ୍ଗାନା ଅର୍ଥମନ୍ତ୍ରୀ ଟି ହରିଶ ରାଓ ଶନିବାର କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଟ୍ବିଟ କରି ନିଜେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ । ସେ ଟ୍ବିଟରେ ଲେଖିଛନ୍ତି, ‘କୋରୋନା ଲକ୍ଷଣ ଦେଖାଯିବା ପରେ କୋରୋନା ପରୀକ୍ଷା କରାଇଥିଲି ଓ ପରେ ରିପୋର୍ଟ ପଜିଟିଭ୍ ବାହାରିଛି ’ ।

ଏହାସହ ମନ୍ତ୍ରୀ ତାଙ୍କ ସମ୍ପର୍କର ଆସିଥିବା ସମସ୍ତଙ୍କୁ କୋରୋନା ପରୀକ୍ଷା କରେଇବାକୁ ଅନୁରୋଧ କରିଛନ୍ତି । ଏହାସହ ନିଜକୁ ଆଇସୋଲେଟ୍ କରିବାକୁ ମଧ୍ୟ ସେ ସୂଚନା ଦେଇଛନ୍ତି । ପ୍ରକାଶଥାଉକି, ହରିଶ ରାଓ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଭଣଜା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.