ETV Bharat / bharat

ପି.ଭି ନରସିଂହ ରାଓଙ୍କୁ ଭାରତରତ୍ନ ଦାବି: ତେଲେଙ୍ଗାନା ବିଧାନସଭାରେ ସଙ୍କଳ୍ପପତ୍ର ପାରିତ

author img

By

Published : Sep 8, 2020, 3:55 PM IST

ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ଦାବି କରି ତେଲେଙ୍ଗାନା ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ । ଅଧିକ ପଢନ୍ତୁ...

ପି.ଭି ନରସିଂହ ରାଓଙ୍କୁ ଭାରତରତ୍ନ ଦାବି: ତେଲେଙ୍ଗାନା ବିଧାନସଭାରେ ସଙ୍କଳ୍ପପତ୍ର ପାରିତ
ପି.ଭି ନରସିଂହ ରାଓଙ୍କୁ ଭାରତରତ୍ନ ଦାବି: ତେଲେଙ୍ଗାନା ବିଧାନସଭାରେ ସଙ୍କଳ୍ପପତ୍ର ପାରିତ

ହାଇଦ୍ରାବାଦ: ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ଦାବି କରି ତେଲେଙ୍ଗାନା ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ହୋଇଛି ସଙ୍କଳ୍ପପତ୍ର । ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଅଧ୍ୟକ୍ଷତାରେ ଏହି ସଙ୍କଳ୍ପପତ୍ର ପାରିତ ହୋଇଥିବା ବେଳେ ତେଲେଙ୍ଗାନା ବିଧାନସଭା ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି କରାଯାଇଛି ।

କେବଳ ଏତିକି ନୁହେଁ ରାଜଧାନୀ ହାଇଦ୍ରାବାଦ ସ୍ଥିତ ନେକଲେସ ରୋଡକୁ ପିଭି ଗ୍ନାନା ମାର୍ଗରେ ନାମିତ କରିବା ସହ ପିଭି ସ୍ମାରକ ପ୍ରତିଷ୍ଠା ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ତେଲେଙ୍ଗାନା ସରକାର ।

ଅନ୍ୟପକ୍ଷେ ପୂର୍ବତୁ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ମହାନତା ଓ ତାଙ୍କ ସଫଳତା ସମ୍ପର୍କରେ ତେଲେଙ୍ଗାନା ବିଧାନସଭାରେ ବ୍ୟାପକ ଆଲୋଚନା ହୋଇଛି । ସେହପରି ହାଇଦ୍ରାବାଦ ବିଶ୍ବବିଦ୍ୟାଳୟର ନାଁ ପରିବର୍ତ୍ତନ କରି ପିଭି ନରସିଂହ ରାଓ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କରାଯାଉ ବୋଲି ଏହି ସଙ୍କଳ୍ପପତ୍ର ଜରିଆରେ ଦାବି କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.