ETV Bharat / bharat

ଦିନିକିଆ ଉପବାସରେ ଚନ୍ଦ୍ରବାବୁ ନାଇଡୁ, ମୋଦିଙ୍କୁ ଦେଲେ ଚେତାବନୀ - HUNGER

ଆନ୍ଧ୍ରକୁ ସ୍ପେଶାଲ ଷ୍ଟାଟସ ମାନ୍ୟତା ଦାବି । ଦିନିକିଆ ଉପବାସରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ବ୍ୟକ୍ତିଗତ ଆକ୍ଷେପରୁ ଦୁରେଇ ରହିବାକୁ ମୋଦିଙ୍କୁ ଦେଲେ ଚେତାବନୀ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Feb 11, 2019, 10:06 AM IST

ନୂଆଦିଲ୍ଲୀ: ଦିଲ୍ଲୀର ଆନ୍ଧ୍ରଭବନ ଆଗରେ ଦିନିକିଆ ଉପବାସରେ ବସି ଧର୍ମ ପୋରତ ଦୀକ୍ଷା ପାଳନ କରୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ସ୍ପେଶାଲ ଷ୍ଟାଟସ ମାନ୍ୟତା ଦାବିରେ କେନ୍ଦ୍ରର ଆଭିମୁଖ୍ୟକୁ ବିରୋଧ କରି ଦିନିକିଆ ଉପବାସରେ ବସି ପ୍ରତିବାଦ କରୁଛନ୍ତି ।

  • Delhi: Andhra Pradesh CM and Telugu Desam Party chief N Chandrababu Naidu pays tribute at Rajghat. He is observing a daylong hunger strike here today against the central govt over the issue of special status to Andhra Pradesh. pic.twitter.com/jqlvtwYStn

    — ANI (@ANI) February 11, 2019 " class="align-text-top noRightClick twitterSection" data=" ">
undefined

ଏହି ଧାରଣାରେ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ତାଙ୍କର ସହଯୋଗୀ ମନ୍ତ୍ରୀ, ସାଂସଦ, ବିଧାୟକ, ଟିଡିପିର ଛାତ୍ର ସଂଗଠନ ଇତ୍ୟାଦି ଯୋଗ ଦେଇଛନ୍ତି । ଏହି ଧାରଣାରେ ଯୋଗ ଦେବାପାଇଁ ଆନ୍ଧ୍ରସରକାରଙ୍କ ପକ୍ଷରୁ 2ଟି ସ୍ବତନ୍ତ୍ର ଟ୍ରେନ ବୁକ୍ କରାଯାଇଥିଲା ।

  • Delhi: Andhra Pradesh CM and Telugu Desam Party chief N Chandrababu Naidu begins his daylong hunger strike at Andhra Pradesh Bhawan. His hunger strike is against the central govt over the issue of special status to Andhra Pradesh. pic.twitter.com/UiLYgdysgl

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ନାଇଡୁ । ବ୍ୟକ୍ତିଗତ ଆକ୍ଷେପରୁ ଦୁରେଇ ରହିବା ପାଇଁ ମୋଦିଙ୍କୁ ଚେତାବନୀ ଦେଇଛନ୍ତି । ନହେଲେ ଆଗାମୀ ଦିନରେ ସେ ମଧ୍ୟ ଜୋରଦାର ଆକ୍ଷେପ କରିବେ ବୋଲି କହିଛନ୍ତି ।

  • Andhra Pradesh CM and Telugu Desam Party chief N Chandrababu Naidu: Today we came here all the way to protest against central govt. Yesterday PM visited Andhra Pradesh, Guntur one day before the dharna. What is the need, I am asking. pic.twitter.com/7DA2NlRYYX

ଆନ୍ଧ୍ରପ୍ରଦେଶ କିଭଳି ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି ପାଇବ ତାହା ଆନ୍ଧ୍ରବାସୀଙ୍କୁ ଜଣା । ଆମ ସ୍ବାଭିମାନ ଉପରେ ଆକ୍ଷେପ ହେଲେ ଆମେ କେବେ ପଛଘୁଞ୍ଚା ଦେବୁନି ବୋଲି ଚେତାବନୀ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ।

  • N Chandrababu Naidu: If you wont't fulfill our demands, we know how to get them fulfilled. This is about self respect of people of AP. Whenever there is an attack on our self-respect,we won't tolerate it. I am warning this govt&particularly the PM to stop attacking an individual. pic.twitter.com/OKUF4DQUZf

ସୂଚନା ରହିଛି କି ଗତକାଲି(ଫେବୃଆରୀ 10)ରେ ଆନ୍ଧ୍ରପ୍ରଦେଶର ଏକ ରାଲିରେ ପ୍ରଧାନମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଆକ୍ଷେପ କରିଥିଲେ । ଯେଉଁଥିରେ ସେ କହିଥିଲେ ତାଙ୍କ ପୁଅ ପାଇଁ ନାଇଡୁ ରାଜନୀତି କରୁଛନ୍ତି ଆନ୍ଧ୍ରବାସୀଙ୍କ ପାଇଁ ନୁହେଁ । ଏହାପରେ ନାଇଡୁ ମୋଦିଙ୍କ ସ୍ତ୍ରୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ।
undefined

ଏହି ଧାରଣାରେ ବିଜେପି ବିରୋଧୀ ଦଳମାନେ ଯୋଗଦେବେ ବୋଲି ସୂଚନା ରହିଛି । ଆସନ୍ତାକାଲି ଏହି ପ୍ରସଙ୍ଗରେ ରାଷ୍ଟ୍ରପତି କୋବିନ୍ଦଙ୍କୁ ଭେଟି ସ୍ମାରକ ପତ୍ର ଦେବେ ଚନ୍ଦ୍ରବାବୁ ନାଇଡୁ ।

Intro:Body:

ଦିନିକିଆ ଉପବାସରେ ଚନ୍ଦ୍ରବାବୁ ନାଇଡୁ, ମୋଦିଙ୍କୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଦିଲ୍ଲୀର ଆନ୍ଧ୍ରଭବନ ଆଗରେ ଦିନିକିଆ ଉପବାସରେ ବସିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ସ୍ପେଶାଲ ଷ୍ଟାଟସ ମାନ୍ୟତା ଦାବିରେ କେନ୍ଦ୍ରର ଆଭିମୁଖ୍ୟକୁ ବିରୋଧ କରି ଦିନିକିଆ ଉପବାସରେ ବସି ପ୍ରତିବାଦ କରୁଛନ୍ତି ।

ଏହି ଧାରଣାରେ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ତାଙ୍କର ସହଯୋଗୀ ମନ୍ତ୍ରୀ, ସାଂସଦ, ବିଧାୟକ, ଟିଡିପିର ଛାତ୍ର ସଂଗଠନ ଇତ୍ୟାଦି ଯୋଗ ଦେଇଛନ୍ତି । ଏହି ଧାରଣାରେ ଯୋଗ ଦେବାପାଇଁ ଆନ୍ଧ୍ରସରକାରଙ୍କ ପକ୍ଷରୁ 2ଟି ସ୍ବତନ୍ତ୍ର ଟ୍ରେନ ବୁକ୍ କରାଯାଇଥିଲା ।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ନାଇଡୁ । ବ୍ୟକ୍ତିଗତ ଆକ୍ଷେପରୁ ଦୁରେଇ ରହିବା ପାଇଁ ମୋଦିଙ୍କୁ ଚେତାବନୀ ଦେଇଛନ୍ତି । ନହେଲେ ଆଗାମୀ ଦିନରେ ସେ ମଧ୍ୟ ଜୋରଦାର ଆକ୍ଷେପ କରିବେ ବୋଲି କହିଛନ୍ତି ।

ଆନ୍ଧ୍ରପ୍ରଦେଶ କିଭଳି ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି ପାଇବ ତାହା ଆନ୍ଧ୍ରବାସୀଙ୍କୁ ଜଣା । ଆମ ସ୍ବାଭିମାନ ଉପରେ ଆକ୍ଷେପ ହେଲେ ଆମେ କେବେ ପଛଘୁଞ୍ଚା ଦେବୁନି ବୋଲି ଚେତାବନୀ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ।

ସୂଚନା ରହିଛି କି ଗତକାଲି(ଫେବୃଆରୀ 10)ରେ ଆନ୍ଧ୍ରପ୍ରଦେଶର ଏକ ରାଲିରେ ପ୍ରଧାନମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଆକ୍ଷେପ କରିଥିଲେ । ଯେଉଁଥିରେ ସେ କହିଥିଲେ ତାଙ୍କ ପୁଅ ପାଇଁ ନାଇଡୁ ରାଜନୀତି କରୁଛନ୍ତି ଆନ୍ଧ୍ରବାସୀଙ୍କ ପାଇଁ ନୁହେଁ । ଏହାପରେ ନାଇଡୁ ମୋଦିଙ୍କ ସ୍ତ୍ରୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ।

ଏହି ଧାରଣାରେ ବିଜେପି ବିରୋଧୀ ଦଳମାନେ ଯୋଗଦେବେ ବୋଲି ସୂଚନା ରହିଛି । ଆସନ୍ତାକାଲି ଏହି ପ୍ରସଙ୍ଗରେ ରାଷ୍ଟ୍ରପତି କୋବିନ୍ଦଙ୍କୁ ଭେଟି ସ୍ମାରକ ପତ୍ର ଦେବେ ଚନ୍ଦ୍ରବାବୁ ନାଇଡୁ ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.