ETV Bharat / bharat

ଅଳିଆଗଦାରୁ ଏକ ପାଞ୍ଚ ମାସ ଗର୍ଭସ୍ଥ ଶିଶୁର ମୃତଦେହ ଉଦ୍ଧାର

ଅଳିଆଗଦାରୁ ମିଳିଲା ଏକ ପାଞ୍ଚ ମାସ ଗର୍ଭସ୍ଥ ଶିଶୁର ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର ପେରାମବୁର ଅଞ୍ଚଳରୁ । ଅଧିକ ପଢନ୍ତୁ...

author img

By

Published : Jun 11, 2020, 1:51 PM IST

ଅଳିଆଗଦାରୁ ମିଳିଲା ଏକ ପାଞ୍ଚ ମାସର ଗର୍ଭସ୍ଥ ଶିଶୁର ମୃତଦେହ

ଚେନ୍ନାଇ: ଅଳିଆଗଦାରୁ ମିଳିଲା ଏକ ପାଞ୍ଚ ମାସ ଗର୍ଭସ୍ଥ ଶିଶୁର ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର ପେରାମବୁର ଅଞ୍ଚଳରୁ । ସ୍ଥାନୀୟ ସୂତ୍ରରୁ ପ୍ରକାଶ ଯେ, ପ୍ଲାଷ୍ଟିକ ବ୍ୟାଗରେ ଥିବା ଏହି ଗର୍ଭସ୍ଥ ଶିଶୁକୁ ରାଘବନ ରାସ୍ତା ନିକଟରେ କୁକୁରମାନେ ବାହାରକୁ ବାହାର କରି ଫୋପାଡ଼ି ଦେଇଥିଲେ । ସେହି ଅଞ୍ଚଳର ବାସିନ୍ଦାମାନେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଗର୍ଭସ୍ଥ ଶିଶୁକୁ ଆନାଟୋମି ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲା | ତେବେ ଏହା ଏକ ଶିଶୁ ପୁତ୍ର ଏବଂ ତାଙ୍କୁ ବେଆଇନ ଭାବେ ଗର୍ଭପାତ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି । ଏନେଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.