ETV Bharat / bharat

17 ହଜାର ଉପରେ ତାମିଲନାଡୁ କେସ, 15 ହଜାର ପାଖାପାଖି ଗୁଜୁରାଟ ଆକ୍ରାନ୍ତ

ଆକ୍ରାନ୍ତଙ୍କ ମଧ୍ୟରେ ଚେନ୍ନାଇରେ ସର୍ବାଧିକ 549 ପଜିଟିଭ ସ୍ପଷ୍ଟ ହୋଇଛି । ରାଜ୍ୟରେ ମୋଟ ଆକ୍ରାନ୍ତ 17 ହଜାର 82 ଛୁଇଁଛି । ଅଧିକ ପଢନ୍ତୁ...

17 ହଜାର ଉପରେ ତାମିଲନାଡୁ କେସ, 15 ହଜାର ପାଖାପାଖି ଗୁଜୁରାଟ ଆକ୍ରାନ୍ତ
17 ହଜାର ଉପରେ ତାମିଲନାଡୁ କେସ, 15 ହଜାର ପାଖାପାଖି ଗୁଜୁରାଟ ଆକ୍ରାନ୍ତ
author img

By

Published : May 25, 2020, 11:05 PM IST

ଚେନ୍ନାଇ: ଦେଶରେ ମହାରାଷ୍ଟ୍ର ପଛକୁ କୋରୋନା ଆକ୍ରାନ୍ତରେ ଦ୍ବିତୀୟ ସର୍ବାଧିକ ରାଜ୍ୟ ହେଉଛି ତାମିଲନାଡୁ । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାମ ନେଉନି । ଗତ 24 ଘଣ୍ଟାରେ 805 ନୂଆ କେସ ବାହାରିଛି ।

ଆକ୍ରାନ୍ତଙ୍କ ମଧ୍ୟରେ ଚେନ୍ନାଇରେ ସର୍ବାଧିକ 549 ପଜିଟିଭ ସ୍ପଷ୍ଟ ହୋଇଛି । ରାଜ୍ୟରେ ମୋଟ ଆକ୍ରାନ୍ତ 17 ହଜାର 82 ଛୁଇଁଛି । ତେବେ ମୃତ୍ୟୁସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମ ରହିଛି । 24 ଘଣ୍ଟାରେ 7ଟି ମୃତ୍ୟୁ ସହ 407 ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ସି ବିଜୟଭାସ୍କର କହିଛନ୍ତି ।

ସେହିପରି ଏହା ପଛକୁ ରହିଛି ଗୁଜୁରାଟ । ଏଠାରେ ସୋମବାର 405ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 14 ହଜାର 468 ପହଞ୍ଚିଛି । ସେହିପରି 888 ମୃତ୍ୟୁସଂଖ୍ୟା ସହ 6636 ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.