ETV Bharat / bharat

ପରମ୍ପରା ସହ ଷ୍ଟାଇଲ ଆଇକନ ଥିଲେ ସୁଷମା - smart attire

ଭାରତୀୟ ପରମ୍ପରାକୁ ଖୁବ ଶ୍ରଦ୍ଧା ଓ ସମ୍ମାନ କରୁଥିବା ସୁଷମାଙ୍କ ପରିଧାନ ଏକ ସାଧାରଣ ଶାଢ଼ୀକୁ ସୁଷମାଙ୍କ ପରିଚୟ କରିଦେଇଥିଲା । ସୁଷମା ସ୍ବରାଜଙ୍କ ଶାଢ଼ୀ ସହ ମ୍ୟାଚିଙ୍ଗ ଜ୍ୟାକେଟର କମ୍ବିନେସନ ଏକ ପ୍ରକାର ଟ୍ରେଣ୍ଡରେ ପରିଣତ ହୋଇଥିଲା ।

ଡିଜାଇନ ଫଟୋ
author img

By

Published : Aug 8, 2019, 12:09 PM IST

Updated : Aug 8, 2019, 1:39 PM IST

ହାଇଦ୍ରାବାଦ: ସଭିଙ୍କୁ ପର କରି ଅଗଷ୍ଟ 6 ତାରିଖରେ ଆର ପାରିକୁ ଚାଲିଯାଇଛନ୍ତି ଭାରତର ସୁପୁତ୍ରୀ ସୁଷମା ସ୍ବରାଜ । ସାରା ଦେଶବାସୀଙ୍କ ଆଖିରେ ତାଙ୍କ ପାଇଁ ଲୁହ । ସୁଷମା ଚାଲିଯାଇଛନ୍ତି ସତ, କିନ୍ତୁ ପଛରେ ଛାଡି ଯାଇଛନ୍ତି ତାଙ୍କ ସୁନ୍ଦର ହସ, ଓଜସ୍ବିନୀ ଭାଷଣ, ଆଉ ସଭିଙ୍କ ଠାରୁ ନିଆରା ବେଶ ପୋଷାକ । ଯାହା ଚିରଦିନ ଆମ ସ୍ମୃତିପଟରେ ସାଇତି ହୋଇ ରହିବ ।

sushma swaraj,  sari and jacket of sushma swaraj,  working woman's smart attire, ସୁଷମା ସ୍ବରାଜ, ଶାଢ଼ୀ, ସୁଷମା ସ୍ବରାଜଙ୍କ ଜ୍ୟାକେଟ, ଭାରତୀୟ ପରମ୍ପରା
ଫାଇଲ ଫଟୋ

ଭାରତୀୟ ପରମ୍ପରାକୁ ଖୁବ ଶ୍ରଦ୍ଧା ଓ ସମ୍ମାନ କରୁଥିଲେ ସୁଷମା । ଭାରତୀୟ ଶାଢ଼ୀ ପରମ୍ପରାକୁ କେବେ ନିଜଠାରୁ ଅଲଗା କରି ନାହାନ୍ତି ସେ । ଗତ 2 ଦଶନ୍ଧି ଧରି ଶାଢ଼ୀ ସହ ମ୍ୟାଚିଙ୍ଗ ଜ୍ୟାକେଟର ଷ୍ଟାଇଲକୁ ଏକ ପ୍ରକାର ଟ୍ରେଣ୍ଡରେ ପରିଣତ କରିଥିଲେ ସୁଷମା ସ୍ବରାଜ । ଆଜି ଯେଉଁଠି ମୋଦି ଜ୍ୟାକେଟ, ନେହରୁ ଜ୍ୟାକେଟକୁ ପୁରୁଷ ଲୋକେ ଆପଣାଉଛନ୍ତି, କାମ କରୁଥିବା ମହିଳାଙ୍କ ପାଇଁ ଶାଢ଼ୀ ସହ ଜ୍ୟାକେଟର ନୁଆ ଏକ କମ୍ବିନେସନ ଦେଇଥିଲେ ସୁଷମା ।

ତେବେ ସୁଷମା ଯେ କେବଳ ସୁନ୍ଦର ଶାଢ଼ୀ ପିନ୍ଧୁଥିଲେ ପ୍ରତ୍ୟକ ବାର ପାଇଁ ସେ ବାଛୁଥିଲେ ଭିନ୍ନ ଏକ ରଙ୍ଗର ଶାଢ଼ୀ । ପ୍ରତି ସୋମବାର ସୁଷମା ପିନ୍ଧୁଥିଲେ ଧଳା କିମ୍ବା, କ୍ରିମ ରଙ୍ଗର ଶାଢ଼ୀ, ମଙ୍ଗଳବାର ସେ ପିନ୍ଧୁଥିଲେ ନାଲି କିମ୍ବା ପିଚ ରଙ୍ଗର ଶାଢ଼ୀ । ବୁଧବାର ସବୁଜ ଗୁରୁବାର ହଳଦିଆ ଶୁକ୍ରବାର ଗାଢ଼ ଗୋଲାପୀ କିମ୍ବା ଧୂଷର ରଙ୍ଗ ଓ ଶନିବାର ନୀଳ କିମ୍ବା କଳା ରଙ୍ଗର ଶାଢ଼ୀ ପିନ୍ଧୁଥିଲେ ସ୍ବରାଜ । ରବିବାର ଦିନ କିନ୍ତୁ ସୁଷମା ଯେକୌଣସି ରଙ୍ଗ ପିନ୍ଧିବାକୁ ପସନ୍ଦ କରୁଥିଲେ । ସେ ରବିବାରକୁ ‘ଲୁଜ ଡେ’ ବୋଲି କହୁଥିଲେ। ସେହି ଦିନ ପାଇଁ କୌଣସି ଏକ ନିର୍ଦ୍ଧିଷ୍ଟ ରଙ୍ଗ ରଖିନଥିଲେ ସେ ।

ତେବେ ପାକିସ୍ତାନ ଜିବା ସମୟରେ ସେ ଥରେ ସବୁଜ ଶାଢ଼ୀ ପିନ୍ଧି ଯାଇଥିବାରୁ ତାଙ୍କୁ ଲୋକ ଖୁବ ଟ୍ରୋଲ କରିଥିଲେ । ସୁଷମା ପାକିସ୍ତାନରୁ ଫେରିବା ପରେ ଏହାର ଜବାବ ରଖି କହିଥିଲେ, ‘‘ଲୋକଙ୍କୁ ସମାଲୋଚନା କରିବା ପାଇଁ ଏପରି ଆଦ୍ଭୁତ ପ୍ରସଙ୍ଗ ମିଳେ, ମୁଁ କାହିଁକି ସବୁଜ ପିନ୍ଧିଲି, କାହିଁକି ଉର୍ଦ୍ଦୁରେ କହିଲି ? ମୁଁ ସବୁ ବୁଧବାର ସବୁଜ ପିନ୍ଧେ ଆଉ ସେଦିନ ବୁଧବାର ଥିବା କାରଣରୁ ସବୁଜ ପିନ୍ଧି ଯାଇଥିଲି।’’

କେବଳ ସେତିକି ନୁହେଁ ପ୍ରତ୍ୟକ ଶାଢ଼ୀ ସହ ସେ ରଖିଥିଲେ ମ୍ୟାଚିଙ୍ଗ ଜ୍ୟାକେଟ । ଜ୍ୟାକେଟ ଗୁଡିକ ସାଢ଼ୀ ସହ ମେଳ ଖାଇଲା ଭଲି ଡିଜାଇନ କରା ହୋଇଥାଏ । ବିଭିନ୍ନ ଋତୁ ଅନୁସାରେ ଜ୍ୟାକେଟ ପିନ୍ଧୁଥିଲେ ସୁଷମା । ଶୀତ ଋତୁରେ ଟିକେ ଉଷୁମ ଲାଗିବା ଭଳି ଉଲେନ ଜ୍ୟାକେଟ ପିନ୍ଧୁ ଥିଲେ ସେ । ବାକି ସବି ସମୟରେ ରେସମ ତିଆରି ଜ୍ୟାକେଟ ମାନ ପିନ୍ଧୁଥିଲେ ସେ । ଶାଢ଼ୀ ସହ କିମ୍ବା ଶାଢ଼ୀର ବୋର୍ଡର ସହ ମ୍ୟାଚ କରୁଥିବା ଜ୍ୟାକେଟ ପିନ୍ଧୁଥିଲେ ସୁଷମା । ଦେଶ ବିଦେଶରେ ସୁଷମା ଭାରତର ପ୍ରତିନିଧିତ୍ବ କରି ଆଣିଦେଇଛନ୍ତି ଅନେକ ଗୌରବ । ଦେଶବାସୀଙ୍କ ହୃଦୟରେ ତାଙ୍କ ପ୍ରତିଛବି ସର୍ବଦା ଅମଳିନ ରହିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Aug 8, 2019, 1:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.