ETV Bharat / bharat

ଆରପାରିରେ ସୁଷମା, ଅଲବିଦା କହିଲା ଭାରତ - ଅନ୍ତିମ ଯାତ୍ରା

ଆରପାରିରେ ବିଜେପି ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜ । ଲୋଧିରୋଡ ସ୍ଥିତ ଶ୍ମଶାନରେ ସରିଲା ଶେଷକୃତ୍ୟ ।

ଫଟୋ ସୌଜନ୍ୟ: ANI
author img

By

Published : Aug 7, 2019, 8:26 PM IST

ନୂଆଦିଲ୍ଲୀ: ଆରପାରିରେ ବିଜେପି ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜ । ସୁଷମାଙ୍କ ମୃତ୍ୟୁରେ ମ୍ରିୟମାଣ ସମଗ୍ର ଭାରତ ବର୍ଷ ।

ଭିଡିଓ ସୌଜନ୍ୟ: ANI

ବୁଧବାର ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରୁ ସୁଷମାଙ୍କ ମୃତ୍ୟୁ ଶରୀରକୁ ଅନ୍ତିମ ଯାତ୍ରାରେ ନିଆଯାଇଛି । ତାଙ୍କ ମର ଶରୀରକୁ କାନ୍ଧ ଦେଇଥିଲେ ବିଜେପି ନେତା ରାଜନାଥ ସିଂ ଏବଂ ଜେପି ନଡ୍ଡା। ଆଉ ତାଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିଲେ ଲକ୍ଷାଧିକ ଲୋକ । ତେବେ ଲୋଧି ରୋଡରେ ଥିବା ଶବଗୃହରେ ତାଙ୍କ ଶେଷକୃତ ସମ୍ପନ୍ନ ହୋଇଥିଲା।

ଏଠାରେ ସୂଚନାଯୋଗ୍ୟ, ଗତକାଲି ରାତିରେ(ମଙ୍ଗଳବାର) ରାତିରେ ସୁଷମା ସ୍ବରାଜଙ୍କ 67 ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ପରଲୋକ ଘଟିଥିଲା। ସୁଷମାଙ୍କ ମରଶରୀର ପ୍ରଥମେ ତାଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଦେଶର ବିଭିନ୍ନ ନେତା ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ତାଙ୍କ ପାର୍ଥୀବ ଶରୀରକୁ ବିଜେପି କାର୍ଯ୍ୟାଳୟକୁ ଅଣାଯାଇଥିଲା।

Intro:Body:

susama_last funeral 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.