ETV Bharat / bharat

କୋରୋନା ଚିକିତ୍ସା ପାଇଁ ରୋଗୀଙ୍କୁ ହସ୍ପିଟାଲ ଧରାଇଲା 6 ଟଙ୍କା ବିଲ୍

ଗୁଜୁରାଟର ସୁରଟରେ ଥିବା ଏକ ଘରୋଇ ମେଡିକାଲରେ ଜଣେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ବିଲ୍ 5,88,229 ଟଙ୍କା ଆସିଛି ।

surat private hospital
କୋରୋନା ରୋଗୀଙ୍କ ଚିକିତ୍ସା ବିଲ୍ 588229 ଟଙ୍କା
author img

By

Published : Apr 23, 2020, 2:48 PM IST

ଗାନ୍ଧୀନଗର: ଗୁଜୁରାଟର ସୁରଟରେ ଥିବା ଏକ ଘରୋଇ ମେଡିକାଲରେ ଜଣେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ବିଲ୍ 5,88,229 ଟଙ୍କା ଆସିଛି । ଅବଦୁଲ ୱାହିଦ୍ କ୍ୟୁରେଶୀ ନାମକ ଏହି କୋରୋନା ଆକ୍ରାନ୍ତ ବିଲ୍ ସମ୍ବନ୍ଧରେ PMO ଏବଂ CMOଙ୍କୁ ଟ୍ବିଟ ଜରିଆରେ ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ଅବଦୁଲ ସୁରାଟର ମାଥାସ୍ ହସ୍ପିଟାଲରେ ଏପ୍ରିଲ 4ରେ ଭର୍ତ୍ତି ହୋଇ ଏପ୍ରିଲ 19 ରେ ମେଡିକାଲରୁ ଡିସଚାର୍ଜ ହୋଇଥିଲେ । ମାତ୍ର ତାଙ୍କ 7ଦିନ ଚିକିତ୍ସା ପାଇଁ ମେଡିକାଲ ତାଙ୍କୁ 5,88,229 ଟଙ୍କାର ବିଲ୍ ଧରାଇଥିଲେ । ଏଥିସହ ମେଡିସିନ ବାବଦକୁ 2.84 ଲକ୍ଷ ଏବଂ ଡାକ୍ତରଙ୍କ ପରାମର୍ଶ ପାଇଁ 1 ଲକ୍ଷ ଟଙ୍କା ଚାର୍ଜ କରିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.