ETV Bharat / bharat

ନିର୍ଭୟା ମାମଲା:ଆଜି ସୁପ୍ରିମକୋର୍ଟରେ ଦୋଷୀ ମୁକେଶ ଯାଚିକାର ଶୁଣାଣି - 2012 Delhi gang-rape case

ରାଷ୍ଟ୍ରପତିଙ୍କ ଦ୍ବାରା ଦୟା ଯାଚିକା ଖାରଜକୁ ନେଇ ଦୋଷୀ ମୁକେଶ ଦ୍ବାରା କରାଯାଇଥିବା ଯାଚିକା ଉପରେ ଆଜି ଶୁଣାଣି ହେବ।

Supreme Court will pronounce today the order on the plea by one of the convicts
ନିର୍ଭୟା ମାମଲା: ଆଜି ସୁପ୍ରିମକୋର୍ଟରେ ଦୋଷୀ ମୁକେଶ ଯାଚିକାର ଶୁଣାଣୀ
author img

By

Published : Jan 29, 2020, 8:40 AM IST

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଦୋଷୀ ମୁକେଶ ଦ୍ବାରା କରାଯାଇଥିବା ଏକ ଯାଚିକାର ଆଜି ଶୁଣାଣୀ କରାଯିବ। ରାଷ୍ଟ୍ରପତିଙ୍କ ଦ୍ବାରା ଦୟା ଯାଚିକା ଖାରଜ ହେବାପରେ ଏହା ବିରୋଧରେ ମୁକେଶ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ବିଚାରପତି ଆର୍ ଭାନୁମତୀ, ଏ ଏସ ବୋପନ୍ନା ଓ ଅଶୋକ ଭୂଷଣଙ୍କୁ ନେଇ ଗଠିତ 3 ଜଣିଆ ଖଣ୍ଡପୀଠ ଏହି ଯାଚିକାର ଶୁଣାଣି କରିବେ।

ଅନ୍ୟପକ୍ଷେ ଦୋଷୀ ମୁକେଶ ସିଂହକୁ ଜେଲରେ ଯୌନ ଉତ୍ପୀଡନ କରାଯାଇଥିବା ନେଇ ମୁକେଶର ଓକିଲ ଅଞ୍ଜନା ପ୍ରକାଶ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ମୁକେଶଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଇଛି ଓ ସେତେବେଳେ ଜେଲ ଅଧିକାରୀ ମଧ୍ୟ ଉପସ୍ଥିତ ଥିବା ଯାଚିକାରେ ଉଲ୍ଲେଖ କରାଯାଇଛି । ଆସନ୍ତା ଫେବୃଆରୀ ପହିଲାରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯିବାର ରହିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.