ETV Bharat / bharat

ବୁଧବାର ଚିଦାମ୍ବରଙ୍କ ଜାମିନ ଶୁଣାଣି

ବୁଧବାର ସୁପ୍ରିମକୋର୍ଟ ଫଇସଲା କରିବେ ଚିଦାମ୍ବରମଙ୍କୁ ଜେଲ ନା ବେଲ।

PHOTO
ଚିଦାମ୍ବରଙ୍କ
author img

By

Published : Dec 3, 2019, 7:45 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରଙ୍କ ଜାମିନ ଆବେଦନର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ। ଇଡି ନିଜର ଷ୍ଟାଟସ ରିପୋର୍ଟ ଦାଖଲ କରିଥିବା ବେଳେ ଚିଦାମ୍ବରଙ୍କ ପକ୍ଷରୁ ମଧ୍ୟ ବରିଷ୍ଠ ଓକିଲ କପିଲ ଶିବଲ ଯୁକ୍ତି ଉପସ୍ଥାପନା କରିବେ। ଆଇଏନଏକ୍ସ ମିଡିଆ ମନି ଲଣ୍ଡ୍ରିଙ୍ଗ ମାମଲାରେ ଗିରଫ ହୋଇ ଚିଦାମ୍ବରମଙ୍କ ଦୁଇ ମାସରୁ ଉର୍ଦ୍ଧ୍ବ ସମୟ ହେଲା ତିହାର ଜେଲରେ ଅଛନ୍ତି।

Intro:ଓଡିଶାକୁ ମିଳିଲା ବାତ୍ୟା ‘ବୁଲବୁଲ୍’ ସହାୟତା । କେନ୍ଦ୍ର ସରକାର ଓଡିଶାକୁ 552 କୋଟି ଟଙ୍କା ପ୍ରଦାନ କରିଛନ୍ତି। ଡିଜାଷ୍ଟର ରେସପନ୍ସ ଫଣ୍ଡରୁ ଏହି ସହାୟତା ଦିଆଯାଇଛି। ଓଡ଼ିଶା ଓ ସମେତ ପଶ୍ଚିମବଙ୍ଗକୁ ମଧ୍ୟ ସହାୟତା ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର। ପଶ୍ଚିମବଙ୍ଗକୁ ୪୧୪ କୋଟି ୯୦ ଲକ୍ଷ ଟଙ୍କା ମିଳିଛି ।

ନଭେମ୍ବର 14ରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମ ଶାସନ ସଚିବ ସହେଲି ଘୋଷ ରାୟଙ୍କ ନେତୃତ୍ୱରେ ୭ ଜଣିଆ କେନ୍ଦ୍ରୀୟ ଟିମ୍ ଦୁଇ ଦିନ ମଧ୍ୟରେ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳ ଅନୁଧ୍ୟାନ କରିଥିଲା। ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲା ଏହି ଟିମ।

ସେମାନେ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପ୍ରସ୍ତୁତି, ପୁନରୁଦ୍ଧାର କାମର ପ୍ରଶଂସା କରିଛନ୍ତି
Body:https://twitter.com/ANI/status/1201799942236327936?s=19Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.