ETV Bharat / bharat

ଉନ୍ନାଓ ଦୁଷ୍କର୍ମ ମାମଲା: ସିବିଆଇ ଅଫିସରଙ୍କୁ ତଦନ୍ତ ରିପୋର୍ଟ ଦାଖଲ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ - ଚାମ୍ବର ଶୁଣାଣୀ

ଉନ୍ନାଓ ଦୁଷ୍କର୍ମ ମାମଲାରେ ତଦନ୍ତ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ସିବିଆଇ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Aug 1, 2019, 11:45 AM IST

Updated : Aug 1, 2019, 11:50 AM IST

ଉନ୍ନାଓ: ଉନ୍ନାଓ ଦୁଷ୍କର୍ମ ମାମଲାରେ ତଦନ୍ତକାରୀ ସିବିଆଇ ଅଫିସରଙ୍କୁ 12ଟା ମଧ୍ୟରେ ଉପସ୍ଥିତ ରହିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ତଦନ୍ତର ଅଗ୍ରଗତି ସମ୍ପର୍କରେ ଜଣାଇବାକୁ ତାଙ୍କୁ କହିଛନ୍ତି ।

ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ମାମଲାରେ ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ସହ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ମାମଲାର ଟ୍ରାଏଲକୁ ଟ୍ରାନ୍ସଫର କରାଯିବାକୁ ସମ୍ଭାବନା ରହିଥିବା ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।

ଏହା ସହିତ ମୁଖ୍ୟ ବିଚାରପତି ସଲିସିଟର ଜେନେରାଲଙ୍କୁ ମଧ୍ୟ ସିବିଆଇ ନିର୍ଦ୍ଦେଶକଙ୍କ ସହିତ ଦୁଷ୍କର୍ମ ଓ ରାସ୍ତା ଦୁର୍ଘଟଣା ସମ୍ପର୍କରେ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଆବଶ୍ୟକ ହୁଏ ତାହେଲେ ଚାମ୍ବର ଶୁଣାଣୀ କରାଯିବ ବୋଲି କୋର୍ଟ କହିଛନ୍ତି ।

Intro:Body:

BLANK FOR LINK 

Conclusion:
Last Updated : Aug 1, 2019, 11:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.