ETV Bharat / bharat

ଉନ୍ନାଓ ଦୁଷ୍କର୍ମ ଘଟଣା: 7 ଦିନରେ ତଦନ୍ତ ସାରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ - ସାଲିସିଟର ଜେନେରାଲ

ଉନ୍ନାଓ ଦୁଷ୍କର୍ମ ମାମଲାର ତଦନ୍ତକୁ 7 ଦିନ ମଧ୍ୟରେ ସାରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଫାଇଲ ଫଟୋ
author img

By

Published : Aug 1, 2019, 1:33 PM IST

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲାର ତଦନ୍ତକୁ 7 ଦିନ ମଧ୍ୟରେ ସାରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସଲିସିଟର ଜେନେରାଲଙ୍କୁ ମୁଖ୍ୟ ବିଚାରପତି ତଦନ୍ତ ପାଇଁ କେତେ ସମୟ ଆବଶ୍ୟକ ବୋଲି ପ୍ରଶ୍ନ କରିଥିଲେ । ଏକ ମାସ ସମୟ ଆବଶ୍ୟକ ବୋଲି ସେ କହିଥିଲେ । ମୁଖ୍ୟ ବିଚାରପତି ଏହାକୁ ପ୍ରତ୍ୟାଖ୍ୟାନ କରି 7 ଦିନ ଭିତରେ ତଦନ୍ତ ସାରିବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହିତ ପୀଡିତଙ୍କର ଅବସ୍ଥା ସମ୍ପର୍କରେ ମୁଖ୍ୟ ବିଚାରପତି ପଚାରିଛନ୍ତି । ପୀଡିତା ଭେଣ୍ଟିଲେଟରରେ ଥିବା ଓ ତାଙ୍କୁ ହେଲିକ୍ୟାପ୍ଟରରେ ସ୍ଥାନାନ୍ତରିତ କରାଯାଇପାରେ ବୋଲି ସଲିସିଟର ଜେନେରାଲ କହିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.