ETV Bharat / bharat

ଧାରା 370: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ - ସୁପ୍ରିମକୋର୍ଟ

ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ଦାଖଲ ଆବେଦନକୁ ନେଇ କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ । ଅକ୍ଟୋବର ପ୍ରଥମ ସପ୍ତାହରେ ହେବ ଆବେଦନର ଶୁଣାଣି ।

ଫଇଲ ଫଟୋ
author img

By

Published : Aug 28, 2019, 12:28 PM IST

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରରେ ଧାରା 370 ଉଚ୍ଛେଦ ବିରୋଧରେ ଦାଖଲ ହୋଇଥିବା 14ଟି ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟ ଏହି ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।

ଧାରା 370 ଉଚ୍ଛେଦକୁ ନେଇ ଦାଖଲ ହୋଇଥିବା ଆବେଦନ ମଧ୍ୟରୁ କିଛି ଆବେଦନ କାଶ୍ମୀରରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ନେଇ ମଧ୍ୟ ଥିଲା । ଏହାର ଶୁଣାଣି କରି କୋର୍ଟ କେନ୍ଦ୍ରକୁ ନୋଟିସ ଦେବା ସହ ମାମଲାର ଶୁଣାଣି ଅକ୍ଟୋବର ପ୍ରଥମ ସପ୍ତାହରେ ହେବ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ ଜାମ୍ମୁ ଓ କାଶ୍ମୀରରେ ଏକ ବାର୍ତ୍ତାକାର ନିଯୁକ୍ତ କରିବା ନେଇ କେନ୍ଦ୍ରର ଆବେଦନକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି ।

Intro:Body:

hgfh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.