ETV Bharat / bharat

ଗ୍ରୀଷ୍ମଛୁଟି ପାଇଁ ରେଳବାଇର ସ୍ପେଶାଲ ଟ୍ରେନ - ଟ୍ରେନ

ଆପଣ ଯଦି ଖରାଛୁଟିରେ କେଉଁଆଡେ ବୁଲିବାକୁ ପ୍ଲାନ କରୁଛନ୍ତି ଆଉ ଆପଣଙ୍କୁ କୌଣସି ଟ୍ରେନରେ ଟିକେଟ ମିଳୁନାହିଁ, ତେବେ ଆପଣ ସେଭଳି ପରିସ୍ଥିତିରେ ନିଜ ପାଇଁ ସ୍ପେଶାଲ ଟ୍ରେନରେ ସିଟ ବୁକ କରି ପାରିବେ ।

ପ୍ରତିକାତ୍ମକ ଫଟୋ
author img

By

Published : May 1, 2019, 4:12 PM IST

ନୂଆଦିଲ୍ଲୀ: ଖରାଦିନେ ଟ୍ରେନ ଯାତ୍ରାର ଡିମାଣ୍ଡ ଖୁବ ଅଧିକ । ନିଜ ପ୍ରିୟ ପରିଜନଙ୍କ ସାଥିରେ ଖରା ଛୁଟିରେ ବାହାରକୁ ବୁଲି ଯିବାକୁ ଅନେକ ପସନ୍ଦ କରନ୍ତି । ହେଲେ ଟ୍ରେନ ଯାତ୍ରୀଙ୍କ ଡିମାଣ୍ଡକୁ ଦେଖି ରେଳ ବିଭାଗ ପକ୍ଷରୁ ପ୍ରତିବର୍ଷ ଡର୍ଜନେ ଟ୍ରେନ ଚାଲେ । ଚଳିତବର୍ଷ ମଧ୍ୟ ଉତ୍ତର ରେଲୱେ ପକ୍ଷରୁ ସମର ସ୍ପେଶାଲ ଟ୍ରେନର ଘୋଷଣା ହୋଇଛି ।

ଜମ୍ମୁ, ବିହାର, ମହାରାଷ୍ଟ୍ର, ୟୁପି, ଗୁଜୁରାଟ, ଦିଲ୍ଲୀ, ପଞ୍ଜାବ, ହରିୟାଣା ଭଳି ରାଜ୍ୟର ଯାତ୍ରୀମାନେ ଏହି ସୁବିଧାର ଲାଭ ଉଠାଇ ପାରିବେ । ଏହି ଅଧିକାଂଶ ଟ୍ରେନ ଗୁଡିକ ସପ୍ତାହ ଯାକ ଚାଲୁଥିବାବେଳେ ଅନ୍ୟ କେତେକ ସପ୍ତାହକୁ 2ରୁ 3 ଦିନ ଚାଲୁଛି ।

ଏହି ବାବଦରେ ଅଧିକ ଜାଣିବାକୁ ଆପଣ ରେଲୱେ ହେଲ୍ପ ଲାଇନ ନମ୍ବର 139କୁ କଲ କରିପାରିବେ । କିମ୍ବା www.enquiry.indianrail.gov.in ରେ ମଧ୍ୟ ଦେଖି ପାରିବେ ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.