ETV Bharat / bharat

କଲେଜ ପରିସରରେ ଛତୁ ଚାଷ, କାହିଁକି ପଢନ୍ତୁ.. - କଲେଜ ପରିସରରେ ଛତୁ ଚାଷ

ମଲ୍ଲାପୁରମ ଗଭର୍ଣ୍ଣମେଣ୍ଟ କଲେଜରେ ବୈଜ୍ଞାନିକ ଉପାୟରେ ଏକ ଘର ପ୍ରସ୍ତୁତ କରାଯାଇଛି । ଯେଉଁଠି ଛତୁ ଚାଷ ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ ଏକ ମହତ ଉଦ୍ଦେଶ୍ୟରେ ଏହି ଚାଷ ଆରମ୍ଭ କରିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 26, 2019, 5:10 PM IST

ଥିରୁଅନନ୍ତପୁରମ: କେରଳର ମଲ୍ଲାପୁରମ ଗଭର୍ଣ୍ଣମେଣ୍ଟ କଲେଜରେ ଏକ ନୂଆ ଘଟଣା ଦେଖିବାକୁ ମିଳିଛି । ରୋଗୀମାନଙ୍କୁ ସାହାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଟଙ୍କା ଯୋଗାଡ କରିବାପାଇଁ ଛାତ୍ରଛାତ୍ରୀମାନେ କଲେଜ ଭିତରେ ପାଠ ପଢା ସହ ଛତୁ ଚାଷ ଆରମ୍ଭ କରିଛନ୍ତି । ଏହି ଚାଷରୁ ଯାହାବି ଅର୍ଥ ମିଳିବ, ସେସବୁ ଛାତ୍ରମାନେ ବାଣ୍ଟି ଦାନ କରିବେ ।

ତେବେ 100 ରାଷ୍ଟ୍ରୀୟ ସେବା ଯୋଜନାରେ ଛାତ୍ରମାନେ ରୋଗୀଙ୍କ ପାଇଁ ଆୟୋଜିତ 'ସେୟର ଏ ମିଲ' କାର୍ଯ୍ୟକ୍ରମ ପାଇଁ 50 ହଜାର ଟଙ୍କା ଏକତ୍ର କରିବା ପାଇଁ ଏହି ଉପାୟ ଆପଣାଇଛନ୍ତି । ଏ ବିଷୟରେ କଲେଜର ଅଧ୍ୟକ୍ଷକ କହିଛନ୍ତିଯେ, ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଛାତ୍ରଙ୍କ ମନରେ କୃଷି ପ୍ରତି ଆଗ୍ରହ ସୃଷ୍ଟି କରିବା ।

ଛତୁ ଚାଷ ପାଇଁ କଲେଜରେ ବୈଜ୍ଞାନିକ ଉପାୟରେ ଏକ ଘର ପ୍ରସ୍ତୁତ କରାଯାଇଛି । ଉକ୍ତ ଘରର ତାପମାତ୍ରାକୁ ନିୟନ୍ତ୍ରଣ କରିବାପାଇଁ ଏକ ଫାଙ୍ଗ ପାଇପ ଫିଟିଙ୍ଗ କରାଯାଇଛି । କେରଳରେ ପ୍ରଥମ ଥର ପାଇଁ ଛତୁ ଚାଷ କଲେଜ ପରିସରରେ କରାଯାଉଛି । ଶିକ୍ଷକ ଓ ଛାତ୍ରଙ୍କ ଆଶା ରହିଛି ଯେ, ଏହି ଚାଷ ମାଧ୍ୟମରେ କିପରି ଅଧିକ ଅର୍ଥ ମିଳୁ ଆଉ ରୋଗୀଙ୍କ କାମରେ ବ୍ୟବହାର ହେଉ ।

Intro:Body:

national issue

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.