ETV Bharat / bharat

JNU ଛାତ୍ର ଆନ୍ଦୋଳନ: ଫିସ୍ କମିବା ପରେ ମଧ୍ୟ ବିବାଦ ଜାରି - JNU ଛାତ୍ର ଆନ୍ଦୋଳନ

ହଷ୍ଟେଲ ଫିସ୍ କମିବା ପରେ ମଧ୍ୟ ଆନ୍ଦୋଳନ ଜାରି ରଖିଛି ଛାତ୍ର ସଙ୍ଗଠନ । ଗୁରୁବାର ମଣ୍ଡିଠାରୁ ଯନ୍ତରମନ୍ତର ଯାଏଁ ବିଶାଳ ସମାବେଶ ।

ଫାଇଲ ଫଟୋ
author img

By

Published : Nov 14, 2019, 12:11 PM IST

ନୂଆଦିଲ୍ଲୀ: ହଷ୍ଟେଲ ଫିସ୍ ବଢିବାକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି ଜବାହାର ଲାଲ୍ ନେହେରୁ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ । ବୁଧବାର ସନ୍ଧ୍ୟାରେ ବିଶ୍ବବିଦ୍ୟାଳୟର କାର୍ଯ୍ୟକାରୀ ପରିଷଦ ବଢିଥିବା ଫିସକୁ ସାମାନ୍ୟ କମାଇଥିଲେ । ତେବେ ଏହି ନୂଆ ଫିସରେ ମଧ୍ୟ ଛାତ୍ରଛାତ୍ରୀ ସନ୍ତୁଷ୍ଟ ନାହାଁନ୍ତି ।

ନୂଆ ଫିସ୍ ମୁତାବିକ,

1. ସିଙ୍ଗର ରୁମର ଚାର୍ଚ୍ଚ 20 ଟଙ୍କାରୁ ବଢି 600ଟଙ୍କା କରାଯାଇଛି । ବିପିଏଲଧାରୀଙ୍କୁ 300ଟଙ୍କା ।

2. ଡବଲ୍ ରୁମର ଚାର୍ଚ୍ଚ 10ଟଙ୍କା ଥିବା ବେଳେ ଏହାକୁ ବଢାଯାଇ 300ଟଙ୍କା କରାଯାଇଛି କିନ୍ତୁ ବିପିଏଲଧାରୀଙ୍କୁ 150ଟଙ୍କା ।

3. ପାଣି ଓ ବିଦ୍ୟୁତ ବିଲ୍ ପାଇଁ ଟଙ୍କା ନିଆଯାଉନଥିବା ବେଳେ ଏଥର ସେହି ଫିସ୍ ମଧ୍ୟ ନିଆଯିବ କିନ୍ତୁ ବିପିଏଲଧାରୀଙ୍କୁ 50 ପ୍ରତିଶତ ରିହାତି

4. ସର୍ଭିସ ଚାର୍ଚ୍ଚକୁ ଏଥିରେ ସମ୍ମିଳିତ କରାଯାଇ ନାହିଁ ।

5. କନସନ୍ ମନି 12,000 କରାଯାଇଥିଲା ମାତ୍ର ଆନ୍ଦୋଳନ ପରେ ଏହାକୁ ପୁଣି 5,500 ରଖାଯାଇଛି ।

ତେବେ ଏହି ବୈଠକ ଗୋପନରେ ହୋଇଥିବା ବେଳେ ଏଥିରେ କୌଣସି ଅଧ୍ୟାପକଙ୍କୁ ସାମିଲ କରାଯାଇନଥିଲା । ତେଣୁ ଏବେବି ଆନ୍ଦୋଳନ ଛାତ୍ରଛାତ୍ରୀଙ୍କ ସପକ୍ଷରେ ରହିଛି । ଗୁରୁବାର ଏହି ଆନ୍ଦୋଳନ ମଣ୍ଡିଠାରୁ ଆରମ୍ଭ କରାଯାଇ ଯନ୍ତରମନ୍ତର ଯାଏଁ ଯିବ ।

Intro:Body:ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଫାଲକନ ମେରାଇନ ରେ ଗ୍ୟାସ ଲିକ ଘଟଣାରେ ଏବେ ବାଲେଶ୍ୱର ମେଡିକାଲ ରେ 120 ଜଣ ଅସୁସ୍ଥ ଭର୍ତ୍ତି ହୋଇଛନ୍ତି। ଅନ୍ୟପଟେ ଜିଲ୍ଲା ପୋଲିସ ପକ୍ଷରୁ ଫାଲକନ ମେରାଇନ କୁ ସିଲ କରାଯାଇଛି। ସିଲ ପରେ ଆଜି ସ୍ୱତନ୍ତ୍ର ସାଇଣ୍ଟିଫିକ ଟିମ ଯାଞ୍ଚ କରିବେ ବୋଲି ଜଣାପଡିଛି। ଏନେଇ ଖନ୍ତାପଡା ଥାନାରେ ମାମଲା ରୁଜୁ କଲା ପୋଲିସ । ମେରାଇନ ର 8 ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । ମଧ୍ୟରାତ୍ରରେ ମେଡିକାଲ ରେ ପହଁଞ୍ଚିଥିଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ। ମେଡିକାଲ ପରିଦର୍ଶନ କରି ଅସୁସ୍ଥଙ୍କ ଅବସ୍ଥା ପଚାରି ବୁଝିବା ସହ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ତଦନ୍ତ ଦାଇତ୍ୱ ଦେଇଥିବା ଜଣାପଡିଛି। ଅସୁସ୍ଥଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ଶିଶୁ ଶ୍ରମିକ କାମ କରିବା ନେଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ମୟୁରଭଞ୍ଜ ଓ କଟକରୁ ଡାକ୍ତର ବାଲେଶ୍ଵର ମେଡିକାଲରେ ପହଞ୍ଚିଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.