ETV Bharat / bharat

ଅଧ୍ୟାପକଙ୍କୁ ପିଟିଲେ ଛାତ୍ର ଗୋଷ୍ଠୀ

ମହାବିଦ୍ୟାଳୟରେ ଛାତ୍ର ଅସନ୍ତୋଷ । ଅସନ୍ତୋଷ ଛାତ୍ର କଲିକତାର ହିରାଲାଲ ପାଲ ମହାବିଦ୍ୟାଳୟର ଜଣେ ଅଧ୍ୟାପକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

author img

By

Published : Jul 26, 2019, 3:24 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

କୋଲକାତା: ମହାବିଦ୍ୟାଳୟ ଅଧ୍ୟାପକଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଘଟଣାଟି ହିରାଲାଲ ପାଲ କଲେଜରେ ଘଟିଛି । ତେବେ ମାଡ଼ ମରାଯାଇଥିବା ଅଧ୍ୟାପକଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ମାଡ଼ ମରାଯାଇଥିବା ଅଧ୍ୟପକ ଜଣକ ସେହି କଲେଜର ସୁବ୍ରତ ଚାଟାର୍ଜୀ ବୋଲି ଜଣାପଡ଼ିଛି ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଗୁରୁବାର ଛାତ୍ର କଂଗ୍ରେସ କୌଣସି କଥାକୁ ନେଇ ଅଧ୍ୟାପକଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ପରେ ଛାତ୍ର ଗୋଷ୍ଠୀ ଅଧ୍ୟାପକଙ୍କୁ ମାଡ଼ମାରିଥିଲେ । ଏହା ସହିତ ଉକ୍ତ ଛାତ୍ର ଗୋଷ୍ଠୀ ମମତା ବାନାର୍ଜୀ ଜିନ୍ଦାବାଦ, ତୃଣମୂଳ କଂଗ୍ରେସ ଜିନ୍ଦାବାଦ ନାରା ଦେଇଥିଲେ । ପରେ ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣାଧିନକୁ ଆଣିଛି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.