ETV Bharat / bharat

3 ହଜାର ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ପଞ୍ଜାବ ସରକାର

author img

By

Published : Nov 3, 2019, 7:19 PM IST

ଶସ୍ୟମୂଳ ଜଳା ମାମଲାରେ ପଞ୍ଜାବ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ । ମୋଟ 2923 ଜଣ ଚାଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ରାଜ୍ୟ ସରକାର ।

ଫାଇଲ ଫଟୋ

ଚଣ୍ଡୀଗଡ଼: ଭୟଙ୍କର ବିଷାକ୍ତ ବାୟୁ କବଳରେ ରାଜଧାନୀ ଦିଲ୍ଲୀ । ଏହାର ଅନ୍ୟ ଏକ ମୁଖ୍ୟ କାରଣ ଦିଲ୍ଲୀର ଆଖପାଖ ରାଜ୍ୟରେ ବହୁ ପରିମାଣରେ ଫସଲର ଖୁଣ୍ଟା ପୋଡା ଯିବା ଫଳରେ ସେଥିରୁ ନିର୍ଗତ ଧୂଆଁକୁ ଦାୟୀ କରାଯାଉଛି । ହରିୟାଣା ଓ ପଞ୍ଜାବକୁ ଏହି ମାମଲାରେ ବାରମ୍ବାର ଦିଲ୍ଲୀ ସରକାର ଘେରିଛନ୍ତି । ଏବେ ଶସ୍ୟ ମୂଳ ଓ ନଡା ଆଦି ଜାଳିବା ମାମଲାରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି ପଞ୍ଜାବ ସରକାର ।

Punjab govt takes action against 3,000 farmers
ଫଟୋ ସୌଜନ୍ୟ: ଏଏନଆଇ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି ଯେ, ଚଳିତ ବର୍ଷ ରାଜ୍ୟ ସରକାର 10 ରୁ 20 ପ୍ରତିଶତ ନଡା ଜାଳିବାକୁ ହ୍ରାସ କରିବା ଲକ୍ଷ୍ୟ ରଖିଛନ୍ତି । ଅନ୍ୟପଟେ ରାଜ୍ୟସରକାରଙ୍କ ପାଖରୁ ଫସଲ ଜଳା ଘଟଣାରେ ମୋଟ 20729ଟି ମାମଲା ଆସିଛି । ଏହାସହ ସରକାର ସମସ୍ତ ମାମଲାକୁ ବିଚାର କରି 2923 ଜଣ ଚାଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.