ETV Bharat / bharat

ଷ୍ଟାଚ୍ୟୁ ଅଫ ୟୁନିଟି: କ୍ରୁଜ ବୋଟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି - ପ୍ରଧାନମନ୍ତ୍ରୀ ମୋଦି

ପର୍ଯ୍ୟଟକଙ୍କ ଆହୁରି ମନ ମୋହିବ ଷ୍ଟାଚ୍ୟୁ ଅଫ ୟୁନିଟ । ଆରମ୍ଭ ହେବାକୁ ଯାଉଛି କ୍ରୁଜ ବୋଟ ସେବା । ଅଧିକ ପଢନ୍ତୁ...

ଷ୍ଟାଚ୍ୟୁ ଅଫ ୟୁନିଟି: କ୍ରୁଜ ବୋଟର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Oct 28, 2020, 2:06 PM IST

ଗାନ୍ଧୀନଗର: କୋରୋନା ସମୟରେ ଲକଡାଉନ କୋହଳ ହେବା ପରେ, ବନ୍ଦ ଥିବା ଷ୍ଟାଚ୍ୟୁ ଅଫ ୟୁନିଟ ପୁନଃ ଖୋଲାଯାଇଛି । ତେବେ ନାଇଟ ଭ୍ୟୁ ପାଇଁ କେବଡିଆରେ ପର୍ଯ୍ୟଟକଙ୍କ ପାଇଁ ଏକତା କ୍ରୁଜ ବୋଟ ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଷ୍ଟାଚ୍ୟୁ ଅଫ ୟୁନିଟି: କ୍ରୁଜ ବୋଟର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି
ଷ୍ଟାଚ୍ୟୁ ଅଫ ୟୁନିଟି: କ୍ରୁଜ ବୋଟର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

କେବଡିଆରେ ନାଇଟ କ୍ରୁଜ ବୋଟକୁ ସଜା ଯାଇଛି । ଏହାର ଉଦଘାଟନ ପରେ ପର୍ଯ୍ୟଟକମାନେ ନଭେମ୍ବର 1ରୁ ଯାତ୍ରା କରିପାରିବେ । ଏହା ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ଆକର୍ଷଣ କେନ୍ଦ୍ର ହେବ ।

ଷ୍ଟାଚ୍ୟୁ ଅଫ ୟୁନିଟିକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ସୁବିଧା ରହିବ। କ୍ରୁଜ ବୋଟକୁ ମାର୍ଚ୍ଚ 21ରେ ଉନ୍ମୋଚନ କରାଯିବାର ଥିଲା । ହେଲେ କୋରୋନା ମହାମାରୀ ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା ଆଉ ଏବେ ମୋଦି ଅକ୍ଟୋବର 30 ଅପରାହ୍ନ 3ଟା ସମୟରେ କେବଡିଆରେ ପହଞ୍ଚିବେ। ଏହାପରେ କ୍ରୁଜ ବୋଟର ଅନାବରଣ ହେବ ଏବଂ ତା’ପରେ ସେଠାରୁ ବୋଟରେ ବସି ଆସିବେ।

ଷ୍ଟାଚ୍ୟୁ ଅଫ ୟୁନିଟିରୁ ଶ୍ରେଷ୍ଠ ଭାରତ ଭବନକୁ ଯାତ୍ରା 6 କିମି ହେବ। ବାରାଣାସୀରେ ଗଙ୍ଗା ନଦୀରେ ଯେପରି ପିଏମ ବୋଟ ସେବା ଆରମ୍ଭ କରିଥିଲେ। ସେହିପରି ନର୍ମଦା ନଦୀରେ ଡଙ୍ଗା ସେବା ଆରମ୍ଭ କରାଯିବ । ଯେଉଁଥିପାଇଁ 3 ଟି ବୋଟ ନିର୍ମାଣ ହେବାକୁ ଆସିଛି। କ୍ରୁଜ ବୋଟରେ ସର୍ବାଧିକ 202 ଜଣ ଲୋକ ବସିପାରିବେ । ତେବେ, କୋରୋନା ନିୟମ ଅନୁଯାୟୀ, କେବଳ 100 ଲୋକଙ୍କୁ ଅନୁମତି ଦିଆଯିବ ଏବଂ ଡଙ୍ଗାରେ ଖାଇବାର ବ୍ୟବସ୍ଥା ରହିବ । ଯାହା ପର୍ଯ୍ୟଟକଙ୍କୁ ନିଜ ଖର୍ଚ୍ଚରେ ନେବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.