ETV Bharat / bharat

କେରଳରେ ଆରମ୍ଭ ହେଲା ଜଳ ଟ୍ୟାକ୍ସି ସେବା

author img

By

Published : Oct 18, 2020, 2:39 PM IST

କେରଳରେ ପ୍ରଥମ ଜଳ ଟ୍ୟାକ୍ସି ସେବା ଆରମ୍ଭ । ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ଆଲାପୁଜାର ବ୍ୟାକୱାଟରରେ ଆରମ୍ଭ ହୋଇଛି ଏହି ସେବା | ଅଧିକ ପଢନ୍ତୁ...

କେରଳରେ ଆରମ୍ଭ ହେଲା ଜଳ ଟ୍ୟାକ୍ସି ସେବା
କେରଳରେ ଆରମ୍ଭ ହେଲା ଜଳ ଟ୍ୟାକ୍ସି ସେବା

ଥିରୁଅନନ୍ତପୁରମ: କେରଳରେ ପ୍ରଥମ ଜଳ ଟ୍ୟାକ୍ସି ସେବା ଆରମ୍ଭ । ଆଜି ପ୍ରଥମ ଥର ପାଇଁ ଜଳ ଟ୍ୟାକ୍ସିର ପ୍ରାରମ୍ଭିକ ଭାବେ ଆଲାପୁଜାରେ ଆରମ୍ଭ କରାଯାଇଛି । ଟ୍ୟାକ୍ସିରେ 10 ଜଣ ଯାତ୍ରୀଙ୍କ ବସିବାର କ୍ଷମତା ରହିଛି ।

କେରଳରେ ଆରମ୍ଭ ହେଲା ଜଳ ଟ୍ୟାକ୍ସି ସେବା

ଏହା 4 ଟି ଡଙ୍ଗାର କ୍ରମରେ ରହିଛି । ଯାହା କାଟାମରାନ ଡିଜେଲ ଚାଳିତ ଟ୍ୟାକ୍ସିରେ 10 ଜଣ ଯାତ୍ରୀଙ୍କ ବସିବାର କ୍ଷମତା ରହିଛି । ଆଲାପୁଜାର ବ୍ୟାକୱାଟର୍ ହେଉଛି ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର |

କେରଳର ୱାଟର ଟ୍ୟାକ୍ସି ସେବା କେବଳ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ନାହିଁ ବରଂ ଆଲାପୁଜାର ଚାରିପାଖରେ ଥିବା ଜଳ ଲାଗି ରହିଥିବା ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ମଧ୍ୟ ସୁବିଧା ହୋଇପାରିବ । ଯେଉଁମାନେ ପ୍ରତିଦିନ ଯାତ୍ରା ପାଇଁ ଡଙ୍ଗା ଉପରେ ନିର୍ଭର କରନ୍ତି ସେମାନେ ଏଥିଯୋଗୁଁ ଉପକୃତ ହୋଇପାରିବେ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.