ETV Bharat / bharat

କୋଭିଡ-19: କର୍ଣ୍ଣାଟକ ଅଗ୍ନିଶମ ବିଭାଗ ପକ୍ଷରୁ କରାଯାଉଛି କୀଟାଣୁନାଶକ ସ୍ପ୍ରେ - Fire & Emergency Services Department

ବର୍ତ୍ତମାନ ସୁଦ୍ଧା କର୍ଣ୍ଣାଟକରେ କୋରୋନାରେ 214 ଜଣ ଆକ୍ରାନ୍ତ ଥିବାବେଳେ, ଏଥିରେ 6 ଜଣଙ୍କର ମୃତ୍ୟୁ ହୋଇସାରିଛି । ଅଧିକ ପଢନ୍ତୁ...

Fire & Emergency Services Department
କର୍ଣ୍ଣାଟକ ଅଗ୍ନିଶମ ବିଭାଗ ପକ୍ଷରୁ କରାଯାଉଛି କୀଟାଣୁନାସକ ସ୍ପ୍ରେ
author img

By

Published : Apr 12, 2020, 4:15 PM IST

ବେଙ୍ଗାଲୁରୁ: କୋରୋନାର ଭୟାଭୟତା ସମଗ୍ର ଦେଶକୁ ଘାରିଛି । ଯାହାର ଶିକାର କର୍ଣ୍ଣାଟକ ମଧ୍ୟ ହୋଇଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତା ହାତକୁ ନିଆଯାଇଛି । ବିଭିନ୍ନ ଉପାୟ ଆପଣାଇ ଦେଶ ଓ ରାଜ୍ୟକୁ କୋରୋନା ମୁକ୍ତ କରିବାକୁ ପ୍ରୟାସ ଜାରି ରହିଛି ।

ତେବେ ରାଜ୍ୟକୁ ଜୀବାଣୁ ମୁକ୍ତ କରିବାକୁ ସମଗ୍ର ଅଞ୍ଚଳରେ କୀଟାଣୁ ନାଶକ ଛିଞ୍ଚନ କରାଯାଉଛି । ଯାହାକୁନେଉ ରାଜ୍ୟ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ବିଭାଗର କର୍ମଚାରୀମାନେ ହୁବଲି ଅଞ୍ଚଳରେ କୋଭିଡ-19 ମାମଲା ରୁଜୁ ହୋଇଥିବା କୀଟାଣୁନାସକ ସ୍ପ୍ରେ କରୁଛନ୍ତି । ଦିନ ସାରା ଗାଡି ଉପରେ ବସି ରହି କାମରେ ଲାଗିପଡିଛନ୍ତି କର୍ମଚାରୀ ମାନେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.