ETV Bharat / bharat

ଯୁବକଙ୍କ ନିଆରା କଳାକୃତି, ତୁଷାର ଖଣ୍ଡରେ ନିର୍ମାଣ କଲେ କାର୍ ମଡେଲ

ତୁଷାର ଖଣ୍ଡରେ ଯୁବକଙ୍କ ନିଆରା କଳାକୃତି।ତୁଷାର ଖଣ୍ଡରେ ଏକ କାର୍ ମଡେଲ ନିର୍ମାଣ କରିଛନ୍ତି ଶ୍ରୀନଗରର ଯୁବୀର ଅହମ୍ମଦ। ଅଧିକ ଖବର ପଢନ୍ତୁ...

_Srinagar youth
ଯୁବକଙ୍କ ନିଆରା କଳାକୃତି, ତୁଷାର ଖଣ୍ଡରେ ନିର୍ମାଣ କଲେ କାର୍ ମଡେଲ
author img

By

Published : Jan 21, 2020, 11:06 AM IST

ଶ୍ରୀନଗର: ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳ ଶୀତ ସହ ତୁଷାର ପାତ। ଏହାସହ ହିମାଚଳ ପ୍ରଦେଶ ଓ ଜମ୍ମୁ କାଶ୍ମୀର ସ୍ଥିତି ବହୁତ ସଙ୍ଗୀନ। ତୁଷାର ପାତ ଯୋଗୁଁ ଜନସାଧାରଣଙ୍କ ଜୀବନଯାତ୍ରା ବହୁତ ମାତ୍ରାରେ ପ୍ରଭାବିତ ହେବାରେ ଲାଗିଛି। ମାଇନସ ଡିଗ୍ରୀ ତାପମାତ୍ରାରେ ସମସ୍ତେ ଥରୁଥିବା ବେଳେ ଏହି ତୁଷାର ପାତର ମଜ୍ଜା ନେଇ ନିଜର କଳାକୃତି ଦେଖାଇଛନ୍ତି ଶ୍ରୀନଗରର ଜଣେ ଯୁବକ।

ଏହି ଯୁବକ ଜଣକ ତୁଷାର ଖଣ୍ଡରେ ଏକ କାର୍ ମଡେଲ ନିର୍ମାଣ କରିଛନ୍ତି। ଯାହା ସ୍ଥାନୀୟ ଲୋକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଉକ୍ତ କାରକୁ ଦେଖିବାକୁ ଲୋକମାନେ ଭିଡ ଲଗାଉଛନ୍ତି। ଘଟଣା ବିଷୟରେ ଉକ୍ତ ଯୁବକ ଯୁବୀର ଅହମ୍ମଦ କହିଛନ୍ତି, ମୁଁ ତୁଷାର ଖଣ୍ଡରେ ସବୁକିଛି କରିପାରିବି ଏପିରିକି ତାଜମହଲ ନିର୍ମାଣ କରିପାରିବି।

ଏ ସମସ୍ତ କାର୍ଯ୍ୟ ପାଇଁ ମୋତେ ସାହାଯ୍ୟ, ସହଯୋଗ ତଥା ବିଭିନ୍ନ ଉପକରଣ ଦରକାର। ମୁଁ ଏପରି କିଛି ମଡେଲ ତିଆରି କରିବାକୁ ଚାହୁଁଛି ଯାହାକୁ ସାରା ବିଶ୍ବବାଶୀଙ୍କୁ ଦେଖାଇ ପାରିବି। ସୂଚନା ଅନୁସାରେ, ଯୁବକ ଜଣକ ବର୍ତ୍ତମାନ ଏକ କାର୍ ବ୍ୟବସାୟ ଦୋକାନରେ କାର୍ଯ୍ୟ କରୁଛନ୍ତି।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.