ETV Bharat / bharat

ଜମ୍ମୁ କାଶ୍ମୀରର ଶିକ୍ଷୟତ୍ରୀ ରୋହି ସୁଲତାନାଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର - National Teachers Award 2020

ଜମ୍ମୁ କାଶ୍ମୀରର ଶିକ୍ଷୟତ୍ରୀ ରୋହି ସୁଲତାନାଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର 2020 ପାଇଁ ମନୋନୀତ କରାଯାଇଛି । ସେ କ୍ରୀଡା ମାଧ୍ୟମରେ ଶିକ୍ଷାଦାନ ପାଇଁ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ସେ ପୁରସ୍କାରକୁ ଛାତ୍ର ତଥା ଶିକ୍ଷା ବିଭାଗ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଅଧିକ ପଢନ୍ତୁ...

ଜମ୍ମୁକାଶ୍ମୀରର ଶିକ୍ଷୟତ୍ରୀ ରୋହି ସୁଲତାନାଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର

author img

By

Published : Aug 31, 2020, 8:52 PM IST

ଶ୍ରୀନଗର: ଜମ୍ମୁକାଶ୍ମୀରର ଶିକ୍ଷୟତ୍ରୀ ରୋହି ସୁଲତାନାଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର 2020 ପାଇଁ ମନୋନୀତ କରାଯାଇଛି । ସେ କ୍ରୀଡା ମାଧ୍ୟମରେ ଶିକ୍ଷାଦାନ ପାଇଁ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ସେ ପୁରସ୍କାରକୁ ଛାତ୍ର ତଥା ଶିକ୍ଷା ବିଭାଗ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ଶିକ୍ଷୟତ୍ରୀ ସୁଲତାନା ଶ୍ରୀନଗରର ନୌସେରା ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ଡେଞ୍ଜର ପୋରା, ତେଲବଲର ସରକାରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି । ସେ ଉର୍ଦ୍ଦୁରେ ସ୍ନାତକୋତ୍ତର ସହ କାଶ୍ମୀରୀ ଭାଷାରେ ବିଇଡି ଏବଂ କଲିଗ୍ରାଫିରେ ତିନି ବର୍ଷିଆ ଡିଗ୍ରୀ କରିଛନ୍ତି ।

ସୁଲତାନା କହିଛନ୍ତି, ‘ମୁଁ ଉର୍ଦ୍ଦୁ ଏବଂ କାଶ୍ମୀରୀ ଭାଷାରେ ମାଷ୍ଟର ସମାପ୍ତ କରିଛି । ଏହା ସହ କଲିଗ୍ରାଫିରେ ଡିଗ୍ରୀ ପାଠ୍ୟକ୍ରମ ମଧ୍ୟ କରିଛି। ପିଲାଦିନୁ ଶିକ୍ଷକ ହେବାକୁ ଚାହୁଁଥିଲି । ତାହା ଏବେ ସଫଳ ହୋଇଛି । ପିଲାଙ୍କ ମଧ୍ୟରେ ପାଠ ପଢାଇବାକୁ ଖୁସି ଅନୁଭବ କରେ, ସେମାନେ ମତେ ଅନେକ ପ୍ରେରଣା ଦେଇଥାନ୍ତି । ’ଏହା ସହ ସେ ଶ୍ରୀନଗରର ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ ମାଧ୍ୟମରେ ପାଠ ପଢାଉଥିବା ପ୍ରକାଶ କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.