ETV Bharat / bharat

ସାରନାଥରେ ଭଗବାନ ବୁଦ୍ଧଙ୍କୁ ଦର୍ଶନ କଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ - Sri Lanka Prime Minister Mahinda Rajapaksa offers prayers at Sarnath

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ ସାରନାଥ ଗସ୍ତ କରି ଭଗବାନ ବୁଦ୍ଧଙ୍କୁ ଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

Sri Lanka Prime Minister Mahinda Rajapaksa offers prayers at Sarnath Buddhist temple
ସାରନାଥରେ ଭଗବାନ ବୁଦ୍ଧଙ୍କୁ ଦର୍ଶନ କଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ
author img

By

Published : Feb 9, 2020, 9:41 PM IST

ନୂଆଦିଲ୍ଲୀ: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ ସାରନାଥ ଗସ୍ତ କରି ଭଗବାନ ବୁଦ୍ଧଙ୍କୁ ଦର୍ଶନ କରିଛନ୍ତି । ଏହା ସହ ମନ୍ଦିର ପରିସର ବୁଲି ଦେଖିଛନ୍ତି ।

ପ୍ରଧାନମନ୍ତ୍ରୀ ବୁଦ୍ଧଙ୍କ ଉପଦେଶ ସ୍ଥଳୀ, ଧିମେଖ ସ୍ତୁପ ନିକଟରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ମୂଳଗନ୍ଧ କୁଚୀ ବୁଦ୍ଧ ମନ୍ଦିରରେ ବୁଦ୍ଧଙ୍କୁ ଦର୍ଶନ କରିବା ସହ ବୁଦ୍ଧ ସନ୍ନ୍ୟାସୀଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି ।

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରବିବାର ଅପରାହ୍ନ 3.30ରେ ସାରନାଥରେ ପହଞ୍ଚିଥିଲେ । ସେଠାରେ ସେ ମୂଳଗନ୍ଧ କୁଚୀ ବୁଦ୍ଧ ମନ୍ଦିର, ଧମେଖ ସ୍ତୁପ ପରିଦର୍ଶନ କରିଛନ୍ତି । ସେଠାରେ ମହାନ୍ଥୀ ସୋସାଇଟିର ଜେନେରାଲ ସେକ୍ରେଟାରୀ ଭାନ୍ତେ ପି ଶିଭାଲି ଓ ଯୁଗ୍ମ ସଚିବ ଥେରୋ ଭାନ୍ତେ ମେଧେଙ୍କର ତାଙ୍କୁ ପରମ୍ପରା ଅନୁଯାୟୀ ସ୍ବାଗତ କରିଛନ୍ତି । ମହିନ୍ଦା ରାଜପାକ୍ଷେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ବିଦେଶଗସ୍ତରେ ଭାରତ ଆସିଛନ୍ତି ।

Intro:Body:

zdgh

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.