ETV Bharat / bharat

‘ଭାରତ ସହ ସୁସଂପର୍କ ପାଇଁ ଶ୍ରୀଲଙ୍କା ପ୍ରତିଶ୍ରୁତିବଦ୍ଧ‘

ଭାରତ ଏବଂ ଶ୍ରୀଲଙ୍କା ସମ୍ପର୍କକୁ ଅଧିକ ଦୃଢ଼ କରିବାକୁ ଉଦ୍ୟମ ଆରମ୍ଭ କରିଛି ଶ୍ରୀଲଙ୍କା । ଏନେଇ ବିଦେଶ ସଚିବ ଜୟନାଥ କୋଲବେଜ ଗଣମାଧ୍ୟମକୁ କହିଛନ୍ତି । ଅଧିକ ପଢନ୍ତୁ,..

‘ଭାରତ ସହ ସୁସଂପର୍କ ପାଇଁ ଶ୍ରୀଲଙ୍କା ପ୍ରତିଶ୍ରୁତିବଦ୍ଧ‘
‘ଭାରତ ସହ ସୁସଂପର୍କ ପାଇଁ ଶ୍ରୀଲଙ୍କା ପ୍ରତିଶ୍ରୁତିବଦ୍ଧ‘
author img

By

Published : Aug 26, 2020, 8:54 PM IST

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ସମ୍ପର୍କକୁ ଅଧିକ ଦୃଢ଼ କରିବାକୁ ଉଦ୍ୟମ ଆରମ୍ଭ କରିଛି ଶ୍ରୀଲଙ୍କା । ଏନେଇ ବିଦେଶ ସଚିବ ଜୟନାଥ କୋଲବେଜ ଗଣମାଧ୍ୟମକୁ କହିଛନ୍ତି । ଏକ ନିର୍ଦିଷ୍ଟ ବିଦେଶନୀତିକୁ ନେଇ ଆଗକୁ ବଢ଼ିବାକୁ ଚାହୁଁଛି ଏବଂ ରାଜନୈତିକ ଓ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆମ ପାଇଁ ପ୍ରଥମ ବୋଲି କହିଛନ୍ତି ଶ୍ରାଲଙ୍କାର ବିଦେଶ ମନ୍ତ୍ରୀ ।

ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଭାରତ ପ୍ରତି ବିଶେଷ ମନ୍ତବ୍ୟ ପ୍ରକାଶ କରିବା ସହ ଭାରତର ପ୍ରତିରକ୍ଷା ନିମନ୍ତେ ଆମେ କେବେହେଲେ ବିପଦ ହେବୁନାହିଁ କିମ୍ବା ହେବା ପାଇଁ ଚାହିଁବୁ ନାହିଁ । ଭାରତଠାରୁ ଆମକୁ ଲାଭାନ୍ବିତ ହେବାର ଅଛି । ରାଷ୍ଟ୍ରପତି ରାଜପ​‌କ୍ଷେ ଭାରତ ଆମ ପାଇଁ ପ୍ରଥମ ପ୍ରାଥମିକତା, ମାତ୍ର ଦେଶର ଆର୍ଥିକ ସମୃଦ୍ଧି ଦୃଷ୍ଟିକୁ ଅନ୍ୟମାନଙ୍କ ସହ ଆମ ଦେଶ ଭଲ ସମ୍ପର୍କ ରଖିବାକୁ ମଧ୍ୟ ପ୍ରୟାସ କରିବ ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.