ETV Bharat / bharat

କୋରୋନା ଅପଡେଟ୍: ଦେଶରେ 24 ଘଣ୍ଟାରେ 6566 ନୂଆ ଆକ୍ରାନ୍ତ, 194 ମୃତ

24 ଘଣ୍ଟାରେ ଦେଶରେ 6566 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 194 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ବର୍ତ୍ତମାନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 58 ହଜାର 333ରେ ପହଞ୍ଚିଛି ।

india update
ଦେଶରେ 24 ଘଣ୍ଟାରେ 6566 ନୂଆ ଆକ୍ରାନ୍ତ ଚିହ୍ନଟ
author img

By

Published : May 28, 2020, 10:04 AM IST

ନୂଆଦିଲ୍ଲୀ: ଲକଡାଉନ 4.0ର ଆଜି 11 ଦିନ । ଆଉ ମାତ୍ର 3ଦିନ ପରେ ଲକଡାଉନ ଶେଷ ହେବାକୁ ଯାଉଛି । ମାତ୍ର ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ 24 ଘଣ୍ଟାରେ ଦେଶରେ 6566 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 194 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ବର୍ତ୍ତମାନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 58 ହଜାର 333ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 86 ହଜାର 110 ଜଣ ଆକ୍ରାନ୍ତ ଆକ୍ଟିଭ, 67 ହଜାର 692 ଜଣ ଆକ୍ରାନ୍ତ ସୁସ୍ଥ ଏବଂ 4531 ଜଣ ଆକ୍ରାନ୍ତର ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଣଳୟ ଗୁରୁବାର ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.