ETV Bharat / bharat

ବର୍ଷା ପାଇଁ ସ୍ବତନ୍ତ୍ର ନମାଜ ପାଠ ସହ ଉପବାସ ରଖିଲେ ମୁସଲମାନ

ବର୍ଷା ପାଇଁ ମୁସଲମାନ ମାନେ ସ୍ବତନ୍ତ୍ର ନମାଜ ପାଠ କରୁଥିବା ଦେଖାଦେଇଛି । ମଦୁରାଇଠାରେ ମୁସଲମାନମାନେ ଏକ ସ୍ବତନ୍ତ୍ର ନମାଜ ପାଠର ଆୟୋଜନ କରିଛନ୍ତି । ସମୂହ ନମାଜ ପାଠ କରିବା ସହ ବର୍ଷା ପାଇଁ ଆହ୍ଲାଙ୍କୁ ପ୍ରାର୍ଥନା କରିଛନ୍ତି ।

ଫଟୋ ସୌଜନ୍ୟ: ଏନଆଇ
author img

By

Published : Jun 24, 2019, 7:09 PM IST

Updated : Jun 25, 2019, 2:15 PM IST

ମଦୁରାଇ: ସାରା ଦେଶରେ ଜଳ ସଙ୍କଟ ଏବେ ଭୟଙ୍କର ରୂପ ଧାରଣ କରିଛି । ଏଥିମଧ୍ୟରୁ ତାମିଲନାଡ଼ୁରେ ଜଳ ସଙ୍କଟ ଏବେ ଜଟିଳ ରୂପରେ ପହଞ୍ଚିଛି । ରାଜ୍ୟ ଏବେ ଉତ୍କଟ ଜଳ ସଙ୍କଟରେ ଛଟପଟ ହେଉଛି । ସ୍କୁଲ କଲେଜ ଛୁଟି ହେବା ସହ ରାଜ୍ୟରେ ଅଘୋଷିତ ଜଳ ବିପଦ ମାଡି ବସିଛି । ଏପରି ସ୍ଥଳେ ଲୋକେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ସହ ଉପବାସ ଓ ବ୍ରତ ରଖୁଥିବା ଦେଖାଦେଇଛି । ଏବେ ବର୍ଷା ପାଇଁ ମୁସଲମାନ ମାନେ ସ୍ବତନ୍ତ୍ର ନମାଜ ପାଠ କରୁଥିବା ଦେଖାଦେଇଛି ।

special-namaz
ଫଟୋ ସୌଜନ୍ୟ: ଏନଆଇ

ସୂଚନା ଅନୁସାରେ ମଦୁରାଇ ଠାରେ ମୁସଲମାନମାନେ ଏକ ସ୍ବତନ୍ତ୍ର ନମାଜ ପାଠର ଆୟୋଜନ କରିଛନ୍ତି । ସମୂହ ନମାଜ ପାଠ କରିବା ସହ ବର୍ଷା ପାଇଁ ଆହ୍ଲାଙ୍କୁ ପ୍ରାର୍ଥନା କରିଛନ୍ତି । ବର୍ଷା ପାଇଁ ନମାଜ ପାଠ ସହ ଏମାନେ ଉପବାସ ମଧ୍ୟ ରଖିଛନ୍ତି ।

Intro:Body:Conclusion:
Last Updated : Jun 25, 2019, 2:15 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.