ETV Bharat / bharat

ପ୍ରେମ ପାଇଁ...ଏସିଡ ପୀଡିତା ପିନ୍ଧିଲେ ଶଙ୍ଖା ସିନ୍ଦୁର, ପର ହେଲା ପରିବାର

ଆଜିର ଆଧୁନିକ ପ୍ରେମୀଯୁଗଳଙ୍କ ପାଇଁ ଉଦାହରଣ ଲକ୍ଷ୍ମୌର ଏସିଡ୍ ପୀଡିତା ରୁପାଲୀ ଏବଂ ତାଙ୍କ ସ୍ବାମୀ କୂଳଦୀପ । ଅଧିକ ପଢନ୍ତୁ...

author img

By

Published : Feb 14, 2020, 11:46 PM IST

special-interview-with-acid-attack-survivor-rupali-on-valentine-dayପ
ପ୍ରେମର ପୂଜାରୀ ରୁପାଲୀ-କୂଳଦୀପ

ଲକ୍ଷ୍ମୌ: ପ୍ରେମର ସପ୍ତାହ ଫେବୃୟାରୀ । ଏହି ମାସକୁ ପ୍ରେମୀଯୁଗଳ ଚାତକ ପରି ଅନାଇ ବସିଥା’ନ୍ତି । ଏମିତି ତ ପ୍ରେମ ପାଇଁ କୌଣସି ଏକ ସ୍ବତନ୍ତ୍ର ଦିନ କିମ୍ବା ମାସର ଆବଶ୍ୟକତା ନାହିଁ । କାରଣ ସଚ୍ଚାପ୍ରେମକୁ ସାରା ଦୁନିଆ ସାମ୍ନାରେ ଉପସ୍ଥାପନା କରିବାର ସମୟ ଖୋଜି ନଥାଏ । ନିଜ ପ୍ରେମକୁ ପାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥା’ନ୍ତି ପ୍ରେମପକ୍ଷୀ । ଆଉ ଏହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଲକ୍ଷ୍ମୌର ଏସିଡ ପୀଡିତା ରୁପାଲୀ ଏବଂ ତାଙ୍କ ସ୍ବାମୀ କୂଳଦୀପ ।

ପ୍ରେମ ପାଇଁ...ଏସିଡ ପୀଡିତା ପିନ୍ଧିଲେ ଶଙ୍ଖା ସିନ୍ଦୁର, ପର ହେଲା ପରିବାର

ଆଜିର ଆଧୁନିକ ପ୍ରେମୀଯୁଗଳଙ୍କ ପାଇଁ ଏମାନେ ଉଦାହରଣ । ପ୍ରେମର ପ୍ରକୃତ ସଜ୍ଞାକୁ ଏମାନେ ବୁଝିଛନ୍ତି । ସମାଜର ନୀତି ନିୟମର ଅନେକ ଉପରେ ଏମାନଙ୍କ ପ୍ରେମ । କାରଣ ପରିବାର ଏବଂ ସମାଜକୁ ଖାତିର ନକରି ଏହି ପ୍ରେମପକ୍ଷୀ ପରସ୍ପରକୁ ନିଜର କରିଛନ୍ତି ।

ତେବେ ଆଜି ଆମେ ଏହି ପ୍ରେମୀଯୁଗଳଙ୍କଠାରୁ ଶୁଣିବା କିପରି ରହିଥିଲା ଏମାନଙ୍କ ପ୍ରେମର ଯାତ୍ରା । ଦେଖନ୍ତୁ ଇଟିଭିର ଏକ ସ୍ବତନ୍ତ୍ର ସାକ୍ଷାତକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.