ETV Bharat / bharat

‘ଚନ୍ଦ୍ରଯାନ 2’କୁ ନେଇ ବିର୍ଲା ସାଇନ୍ସ ସେଣ୍ଟର ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା - birla science center directer

ଚନ୍ଦ୍ରଯାନ 2 ସହ ଯୋଗାଯୋଗ ହେବାର ଅନେକ ସମ୍ଭାବନା ରହିଛି ବୋଲି କହିଛନ୍ତି ବିର୍ଲା ସାଇନ୍ସ ସେଣ୍ଟରର ନିର୍ଦ୍ଦେଶକ ବି.ଜି ସିଦ୍ଧାର୍ଥ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Sep 7, 2019, 9:55 AM IST

ହାଇଦ୍ରାବାଦ: ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ମାତ୍ର 2.1 କିଲୋମିଟର ଦୂରରୁ ଚନ୍ଦ୍ରଯାନ 2 ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅନ୍ତିମ ପର୍ଯ୍ୟାୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ନିରାଶ ହୋଇଛନ୍ତି ଇସ୍ରୋ ବୈଜ୍ଞାନିକ । ଏସମ୍ପର୍କରେ ଅଧିକ ଜାଣିବା ପାଇଁ ବିର୍ଲା ସାଇନ୍ସ ସେଣ୍ଟର ନିର୍ଦ୍ଦେଶକ ବି.ଜି ସିଦ୍ଧାର୍ଥଙ୍କ ସହ ସ୍ବତନ୍ତ୍ର ଆଲୋଚନା କରିଛନ୍ତି ଆମ ହାଇଦ୍ରାବାଦ ସାମ୍ବାଦିକ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ହାଇଦ୍ରାବାଦରୁ ପ୍ରବୀଣ କୁମାର, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.