ETV Bharat / bharat

ବନ୍ଦେ ଭାରତ ମିଶନ୍: ବ୍ରିଟେନରୁ ଇନ୍ଦୋର ଫେରିଲେ 93 ଭାରତୀୟ - କୋରାନା ସଂକ୍ରମଣ

କୋରାନା ସଂକ୍ରମଣ ହେତୁ ଫସିରହିଥିବା 93 ଭାରତୀୟଙ୍କୁ ନେଇ ଏକ ଏୟାର ଇଣ୍ଡିଆ ବିମାନ ବ୍ରିଟେନରୁ ଇନ୍ଦୋରରେ ପହଞ୍ଚିଛି ।

special aircraft
ବନ୍ଦେ ଭାରତ ମିଶନ୍
author img

By

Published : May 24, 2020, 1:06 PM IST

ଭୋପାଳ: କୋରାନା ସଂକ୍ରମଣ ହେତୁ ଫସିରହିଥିବା 93 ଭାରତୀୟଙ୍କୁ ନେଇ ଏକ ଏୟାର ଇଣ୍ଡିଆ ବିମାନ ବ୍ରିଟେନରୁ ଇନ୍ଦୋରରେ ପହଞ୍ଚିଛି । ବିମାନବନ୍ଦର ନିର୍ଦ୍ଦେଶକ ଆର୍ଯ୍ୟମା ସାନ୍ୟାଲ କହିଛନ୍ତି ଯେ ବନ୍ଦେ ଭାରତ ଅଭିଯାନ ଅଧୀନରେ ଏୟାର ଇଣ୍ଡିଆ ବିମାନ ରବିବାର ସକାଳ 8 ଟା45 ମିନିଟରେ ଲଣ୍ଡନରୁ ମୁମ୍ବାଇ ହୋଇ ଇନ୍ଦୋରରେ ପହଞ୍ଚିଥିଲା।

ଏହି ସ୍ବତନ୍ତ୍ର ବିମାନ ମାଧ୍ୟମରେ 93 ଭାରତୀୟ ନାଗରିକଙ୍କୁ ବ୍ରିଟେନରୁ ଘରକୁ ଅଣାଯାଇଛି । ସେ କହିଛନ୍ତି ଯେ କଷ୍ଟମ୍ ବିଭାଗ ଓ ଇମିଗ୍ରେସନ ଔପଚାରିକତା ପୂରଣ କରିବା ସହିତ ଏହି ସମସ୍ତ ଯାତ୍ରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ଏହାସହ ସେମାନଙ୍କର ଜିନିଷ ସାନିଟାଇଜ୍ କରାଯାଇଥିଲା।

ବ୍ରିଟେନରୁ ଘରକୁ ଫେରିଥିବା ସମସ୍ତ ଯାତ୍ରୀଙ୍କୁ ବାଧ୍ୟତାମୂଳକ କ୍ବାରେଣ୍ଟାଇନ୍ ସେଣ୍ଟରରେ 14 ଦିନ ରଖାଯିବ। କୋରୋନା ହେତୁ ଭାରତ ବିଭିନ୍ନ ଦେଶରେ ଫସିରହିଥିବା ନାଗରିକମାନଙ୍କୁ ବନ୍ଦେ ଭାରତ ଅଭିଯାନରେ ଫେରାଇ ଆଣାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.