ETV Bharat / bharat

ଭାରତ ପାକିସ୍ତାନ ମ୍ୟାଚ ପୂର୍ବରୁ ବାରଣାସୀ ମନ୍ଦିରରେ ପୂଜା ଅର୍ଚ୍ଚନା

ଆଉ କିଛି ସମୟ ପରେ ମାଞ୍ଚେଷ୍ଟର ଗ୍ରାଉଣ୍ଡରେ ଗର୍ଜିବେ ଦୁଇ ପାରମ୍ପରିକ ଦଳ । ଆରମ୍ଭ ହେବ କଡା ଟକ୍କର । ତେବେ ଏହି ବିଶ୍ବକପର ବିଶ୍ବଯୁଦ୍ଧ ପୂର୍ବରୁ ବାରଣାସୀ ମନ୍ଦିରରେ ପୂଜକଙ୍କ ପୂଜା ଅର୍ଚ୍ଚନା ।

author img

By

Published : Jun 16, 2019, 11:42 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ମାଞ୍ଚେଷ୍ଟରରେ ମହାଲଢେଇ । ଆଜି ବିଶ୍ବକପ ମୁକାବିଲାର ହାଇଭୋଲଟେଜ ମ୍ୟାଚ୍ । ମୈଦାନରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନର ମହାଲଢେଇ । ଏନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଭାରତର ବିରାଟ ବିଜୟ କାମନା କରି ବାରଣାସୀର ମନ୍ଦିରରେ ଚାଲିଛି ପୂଜା ଅର୍ଚ୍ଚନା ।

ଏହି ବିଶ୍ବକପର ବିଶ୍ବଯୁଦ୍ଧରେ କିଏ ପିନ୍ଧିବ ବିଜୟ ମୁକୁଟ ଓ କାହା ହାତରେ ରହିବ ବିଜୟ ଟ୍ରଫି ସେନେଇ ଲାଗି ରହିଛି ସସପେନ୍ସ । ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ ଦିନ 3 ଟାରେ ଆରମ୍ଭ ହେବ । ବର୍ତ୍ତମାନ ସୁଦ୍ଧା ଭାରତ ପାକିସ୍ତାନ ମଧ୍ୟରେ 131 ଟି ମ୍ୟାଚ ଖେଳାଯାଇଛି । ସେଥିମଧ୍ୟରୁ 74ଟିରେ ପାକିସ୍ତାନ ଓ 54ଟି ମ୍ୟାଚରେ ଭାରତ ବିଜୟ ଲାଭ କରିଛି ।

Intro:ବାଲୁକା କଳାBody:ଆଜି ବିଶ୍ୱ କ ପ ମୁକାବିଲା ରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଇଦାନରେ ମୁହାଁ ମୁହିଁ ହେବେ। ତେବେ ଏହି ମ୍ୟାଚ ରେ ଭାରତ ବିଜୟ ହାସଲ କରିବା ନେଇ ଶୁଭେଚ୍ଛା ଦେଇ ଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳାଟିକୁ କରିଛନ୍ତି। ବାଲିରେ ଅବିକଳ ପିଚ ସହିତ ଉଇକେଟ , ଭାରତ ପାକିସ୍ତାନ ଦଳର ପତାକା କୁ ସ୍ଥାନ ଦେଇ ଛନ୍ତି। ସେହିପରି ବାଲୁକା କଳା ରେ good luck ଲେଖି ଟିମ ଇଣ୍ଡିଆ ପାଇଁ ସେ ଶୁଭେଚ୍ଛା ଦେଇ ଛନ୍ତି।Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.