ETV Bharat / bharat

ସୁପ୍ରିମକୋର୍ଟର ରାଡାରରେ ସୋନାଗାଚ୍ଛି

ଜବରଦସ୍ତ ଦେହ ବ୍ୟାପାରରେ ଜଡିତ ମହିଳାଙ୍କ ଅଭିଯୋଗ ଉପରେ ସୁପ୍ରିମକୋର୍ଟଙ୍କ କେନ୍ଦ୍ର ସରକାର ସମେତ ପଶ୍ଚିମବଙ୍ଗ ସରକାର ଓ ରାଷ୍ଟ୍ରୀୟ ମହିଳା ଆୟୋଗକୁ ନୋଟିସ ଜାରି ।

ଫାଇଲ ଫଟୋ
author img

By

Published : Jul 23, 2019, 9:56 AM IST

Updated : Jul 23, 2019, 2:08 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଥିବା ସୋନାଗାଚ୍ଛି ଅଞ୍ଚଳ ଏବେ ସୁପ୍ରିମକୋର୍ଟର ରାଡାରରେ ରହିଛି । ଦେହ ବ୍ୟାପାରରେ ଜବରଦସ୍ତ ଲିପ୍ତ କରାଯାଉଥିବା ମହିଳାଙ୍କ ଅଭିଯୋଗ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ପଶ୍ଚିମବଙ୍ଗ ସରକାର ଓ ରାଷ୍ଟ୍ରୀୟ ମହିଳା ଆୟୋଗକୁ ନୋଟିସ ଜାରି କରି ଉତ୍ତର ମାଗିଛନ୍ତି ।

କିଛି ବର୍ଷ ପୂର୍ବରୁ ଏକ ଏନଜିଓ ପୋଲିସ ସହାୟତାରେ ପଶ୍ଚିମବଙ୍ଗ, ନେପାଳ ଓ ବାଙ୍ଗାଦେଶର 4 ମହିଳାଙ୍କୁ ସୋନାଗାଚ୍ଛି ଅଞ୍ଚଳରେ ଚାଲୁଥିବା ଦେହ ବ୍ୟାପାର କାର୍ଯ୍ୟରୁ ମୁକୁଳାଇଥିଲା । ସେ ସମୟରେ ମହିଳାମାନେ ନାବାଳିକା ଥିଲେ । ପରେ ଏନେଇ ସେମାନେ ସୁପ୍ରିମକୋର୍ଟରେ ଅଭିଯାେଗ ଦାଖଲ କରିଥିଲେ ।

Intro:Body:

123

Conclusion:
Last Updated : Jul 23, 2019, 2:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.