ETV Bharat / bharat

50 ବର୍ଷରେ ପାଦ ଦେଲେଣି କି ! ମାଡିବସିବ ଏହି ରୋଗ - 50 ବର୍ଷରେ ମାଡିବସିବ ଏହି ରୋଗ

ବୟସ ଥିବା ବେଳେ ଯୋଶରେ କୌଣସି ରୋଗର ଅନ୍ଦାଜ ବିଶେଷ ଭାବେ ଜଣାପଡେନାହିଁ। ହେଲେ ଯେବେ ଏହି ଯୁବାବସ୍ଥା ଅତିକ୍ରମ କରି ଆପଣ 50 ବର୍ଷରେ ପାଦ ଦିଅନ୍ତି ସେ ସମୟରେ ଆପେ ଆପେ କିଛି ରୋଗ ଆପଣଙ୍କୁ ଗ୍ରାସ କରିଥାଏ।

ଡିଜାଇନ ଫଟୋ
author img

By

Published : Oct 1, 2019, 2:47 AM IST

ପରିଣତ ବଯସରେ ରୋଗର ଦାଉ ଅନେକ କଷ୍ଟ ଦେଇଥାଏ। କାରଣ ବୟସ ବୃଦ୍ଧି ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବାରେ ଲାଗିଥାଏ। ହେଲେ ଏମିତି କିଛି ରୋଗ ଅଛି ଯାହାକି ଅଧିକାଂଶ ପୁରୁଷ ଓ ମହିଳାଙ୍କ ଶରୀରରେ 50 ବର୍ଷ ପରେ ଦେଖାଦେଇଥାଏ। ତେବେ ଆସନ୍ତୁ ଜାଣିବା ସେହି ସବୁ ରୋଗ ବିଷୟରେ ...

ହୃଦରୋଗ

ସେଣ୍ଟର ଅଫ୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନସନର କହିବା ଅନୁସାରେ, ଅଧିକାଂଶ ଆମେରିକୀୟଙ୍କ ଶରୀରରେ ଖୁବ୍ କମ ବୟସରେ ଏହି ରୋଗ ଦେଖାଯାଇଥାଏ। ଏହାସହ ବୟସ ବଢିବା ସହ 50 ବର୍ଷ ପରେ ରୋଗର ପାର୍ଦୁଭାବ ବଢିଥାଏ। କେବଳ ଆମେରିକାରେ ନୁହେଁ ଭାରତର ମଧ୍ୟ ଅନେକ ଲୋକ ଏହି ରୋଗର ଶିକାର ହୁଅନ୍ତି।

ବୋର୍ଡର କହିବା ଅନୁସାରେ ପ୍ରତିବର୍ଷ 4 ଜଣ ରୋଗୀଙ୍କ ମଧ୍ୟରୁ ଜଣେ ରୋଗୀ ଏହି ରୋଗରେ ପ୍ରାଣ ହରାଇଥାନ୍ତି। ଯାହାଫଳରେ ପାଖାପାଖି 6 ଲକ୍ଷ 30 ହଜାର ରୋଗୀ ପ୍ରତିବର୍ଷ ଏହି ରୋଗରେ ପ୍ରାଣ ହରାଉଛନ୍ତି। ଏହାସହ ଆମେରିକାର ଜଣେ ବ୍ୟକ୍ତିକୁ ପ୍ରତି 40 ସେକେଣ୍ଡରେ ଥରେ ହାର୍ଟ ଆଟାର୍କ ଆସିଥାଏ।

କ୍ୟାନସର

ଆମେରିକାରେ ହୃଦଘାତ ପରେ କ୍ୟାନସର ହେଉଛି ଦ୍ବିତୀୟ ବୃହତ୍ତର ରୋଗ ଯାହା ଅନେକ ଲୋକଙ୍କ ଜୀବନ ନେଉଛି। ଯେତେବେଳେ ଆପଣଙ୍କୁ 50 ବର୍ଷ ହୋଇଯିବ ଏହାପରେ ଲଙ୍ଗ୍ସ କ୍ୟାନସରର ରିସ୍କ ସେତେ ବଢିବଢି ଚାଲିବ। ଏହି ବୟସରେ ମହିଳାମାନେ ସର୍ବାଧିକ ବ୍ରେଷ୍ଟ କ୍ୟାନସରର ଆକ୍ରାନ୍ତ ହୋଇଥାନ୍ତି। ତେବେ ଲଙ୍ଗ୍ସ, ବ୍ରେଷ୍ଟ କ୍ୟାନସର ପରେ ଷ୍ଟୋମାକ୍ ଓ ପ୍ରୋଷ୍ଟେଟ କ୍ୟାନସର ସର୍ବାଧିକ ଲୋକଙ୍କ ଜୀବନ ନେଇଥାଏ।

ଷ୍ଟ୍ରୋକ

ନ୍ୟୁରୋଲୋଜିକାଲ ରୋଗ ମଧ୍ୟରେ ଷ୍ଟ୍ରୋକ ହେଉଛି ବହୁତ ସାଧାରଣ। କ୍ୟାନସର ଓ ହୃଦଘାତ ପରେ ଆମେରିକାର ଅଧିକାଂଶ ଲୋକ ଷ୍ଟ୍ରୋକରେ ପ୍ରାଣ ହରାଇଥାନ୍ତି। ଏହି ରୋଗ କମ ବୟସର ଲୋକଙ୍କୁ ମଧ୍ୟ କ୍ଷତି ପହଞ୍ଚାଇଥାଏ।

Intro:Body:

uuu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.