ETV Bharat / bharat

ମହାକାଳେଶ୍ୱର ମନ୍ଦିରରୁ ମାଟି ଓ ପାଉଁଶ ଯିବ ଅଯୋଧ୍ୟା

ଅଯୋଧ୍ଯା ରାମ ମନ୍ଦିର ଭୂମି ପୂଜନ ପାଇଁ ଉଜୈନ ଏବଂ ମହାକଳେଶ୍ୱର ମନ୍ଦିରରୁ ମାଟି ଓ ପାଉଁYtcf ଶ ରାମ ମନ୍ଦିର ପଠାଯିବ ।

author img

By

Published : Jul 31, 2020, 5:21 PM IST

_bhumi pujan
ଭୂମି ପୂଜନ ପାଇଁ ଅଯୋଧ୍ଯା ଯିବ ଦେଶର ପବିତ୍ର ମାଟି

ଭୋପାଳ: ଅଯୋଧ୍ଯା ରାମ ମନ୍ଦିର ଭୂମି ପୂଜନ ପାଇଁ ଉଜୈନ ଏବଂ ମହାକଳେଶ୍ୱର ମନ୍ଦିରରୁ ମାଟି ଓ ପାଉଁଶ ରାମ ମନ୍ଦିର ପଠାଯିବ । ପୂର୍ବରୁ ବିଶ୍ୱାସ ରହିଛି ଯେ ଭଗବାନ ରାମ ଉଜୈନକୁ ଆସି ଶିପ୍ରା ନଦୀ କୂଳରେ ରହିଥିଲେ। ସେବେଠାରୁ ନଦୀ କୂଳର ନାମ ‘ରାମ ଘାଟ’ ରଖାଯାଇଛି ।

ଆହ୍ବାନ ଅଖାରା ନେତା ତଥା ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକ ଆଚାର୍ଯ୍ୟ ଶେଖର ଇଟିଭି ଭାରତ ସହ କଥା ହୋଇ କହିଛନ୍ତି, ଶିପ୍ରା ନଦୀ ଏବଂ ମହାକାଳ ମନ୍ଦିରର ପୂଜା ପରେ ସେ ମହାକାଳେଶ୍ବର ମନ୍ଦିରରୁ ମାଟି ଏବଂ ପାଉଁଶ ନେଇ ଅଯୋଧ୍ୟା ଯିବେ।

ଗତ ବୁଧବାର ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟ ଦେବଗିରି ମହାରାଜ ପୁନେରେ କହିଛନ୍ତି, ଅଗଷ୍ଟ 5ରେ ଅନୁଷ୍ଠିତ ହେବାକୁ ଥିବା ରାମଙ୍କ ଭୂମି ପୂଜନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ।

ଏଥିସହ ସେ କହିଛନ୍ତି, କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ସମୋରୋହରେ ସାମାଜିକ ଦୂରତା ନିୟମ ପାଳନ କରାଯିବା ସହ କେବଳ 200 ଲୋକ ସାମିଲ ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.