ETV Bharat / bharat

ଅସହାୟଙ୍କ ସାହା ପାଲଟି ଚର୍ଚ୍ଚାରେ ଅବସରପ୍ରାପ୍ତ ଅଧିକାରୀ

ତାମିଲନାଡୁ କଲ୍ଲକ୍କଡୁର ଥିରୁନେଲଭେଲି ଜିଲ୍ଲାର ପ୍ରାୟ 15 ଜଣରୁ ଊର୍ଦ୍ଧ୍ବ ସ୍ବେଚ୍ଛାସେବୀ ବୁଲିବୁଲି କରୁଛନ୍ତି ଲୋକଙ୍କ ସେବା । ଏହି ସମସ୍ତ ବ୍ୟକ୍ତି ବିଭିନ୍ନ ସ୍କୁଲରୁ ଅବସର ନେଇ ସାରିଥିବାବେଳେ ନିଜ ପେନସନ ଟଙ୍କାରେ ଏହି ସେବା କରୁଛନ୍ତି ।

ଅସହାୟଙ୍କ ଇଶ୍ବର ଅବସରପ୍ରାପ୍ତ ଅଧିକାରୀ
author img

By

Published : Nov 24, 2019, 3:53 PM IST

ଚେନ୍ନାଇ: ସରି ଆସୁଛି ବୟସ । ଆଉ ସରକାରୀ ଚାକିରିରୁ ନେଇସାରିଲେଣି ଅବସର । ତଥାପି ଭୁଲି ନାହାନ୍ତି ସମାଜ ପ୍ରତି ଥିବା ନିଜର କର୍ତ୍ତବ୍ୟ । ଯେତେବେଳେ ନିଜେ ଅନ୍ୟର ସାହାଯ୍ୟ ଲୋଡିବା କଥା ସେତେବେଳେ ଅନ୍ୟକୁ ସାହାଯ୍ୟ କରୁଛନ୍ତି । ଏମିତି କିଛି ପ୍ରେରଣାଦାୟୀ ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡୁର କନ୍ୟାକୁମାରୀରେ ।

ଅସହାୟଙ୍କ ଇଶ୍ବର ଅବସରପ୍ରାପ୍ତ ଅଧିକାରୀ

ତାମିଲନାଡୁ କଲ୍ଲକ୍କଡୁର ଥିରୁନେଲଭେଲି ଜିଲ୍ଲାର ପ୍ରାୟ 15 ଜଣରୁ ଊର୍ଦ୍ଧ୍ବ ସ୍ବେଚ୍ଛାସେବୀ ବୁଲିବୁଲି କରୁଛନ୍ତି ଲୋକଙ୍କ ସେବା । କେତେବେଳେ କନ୍ୟାକୁମାରୀର ଗଳିକନ୍ଦିରେ ଶୋଇଥିବା ମାନସିକ ବିକାରଗ୍ରସ୍ତ ଲୋକଙ୍କର ଦାଢି କାଟିଦେଉଛନ୍ତି ତ କେତେବେଳେ ତାଙ୍କୁ ସଫା ସୁତୁରା ପୋଷାକ ପିନ୍ଧାଇ ଖାଇବାକୁ ଦେଉଛନ୍ତି ।

ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ସମସ୍ତ ବ୍ୟକ୍ତି ବିଭିନ୍ନ ସ୍କୁଲରୁ ଅବସର ନେଇ ସାରିଥିବା ବେଳେ ନିଜ ପେନସନ ଟଙ୍କାରେ ଏହି ସେବା କରୁଛନ୍ତି । ସରକାର ଏହି ଲୋକଙ୍କ ସେବା କରିବାକୁ ଭୁଲି ଯାଇଥିଲେ ବି ଏମାନେ କିନ୍ତୁ ଭୁଲି ନାହାନ୍ତି ସମାଜ ପ୍ରତି ଥିବା ନିଜ କର୍ତ୍ତବ୍ୟ । ଏହି ସ୍ବେଚ୍ଛାସେବୀଙ୍କ ସେବାରେ ବି ସ୍ଥାନୀୟ ଲୋକେ ଖୁବ ପ୍ରଶଂସା କରୁଛନ୍ତି ।

Intro:Body:

Mentally ill loiters gets help from Volunteers in Kanyakumari street

kanyakumari: Volunteers from Kanyakumari district helps mentally ill wantering people by providing basic needs for them.

After the government failed to take action, The number of mentally challenged persons in the district has increased manifold with many of them seen loitering in the streets of Kanyakumari town. More than 15 volunteers from Kalakkadu near in Thirunelveli district involved in shaping the lives of mentally ill loiters. Joshua Solomon who headed "Desiya Narseithi Uliyam" with 15 volunteers requested the persons who are wandering in the streets to have a hair cut along with a Bath.

They done hair cut, water bath for 8 persons and provided a new dress along with Briyani for Food. While speaking to the reporters, Joshua Solomon said" Retried persons from government schools, offices are involved in the service. With the monthly pension amount, We choose a place randomly to help this of challenged persons once in a month. This time we have chosen Kanyakumari and now the district people are so happy about the service.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.