ETV Bharat / bharat

ହିମାଚଳରେ ବରଫପାତ ଯୋଗୁଁ 609 ରୋଡ ବନ୍ଦ - ତୁଷାର ପାତରେ ଜନଜୀବନ ଅସ୍ତବ୍ୟସ୍ତ

ସାରା ଦେଶରେ ଜାରି ରହିଛି ଶୀତ ଲହରୀ। କିଛି ସ୍ଥାନରେ ପାରଦ ତଳକୁ ତଳ ଖସିବାରେ ଲାଗିଛି । ସ୍ଥାନେ ସ୍ଥାନେ ପର୍ଯ୍ୟଟକ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଯେତିକି ମଜା କରୁଛନ୍ତି ସେଠାରେ ସେତିକି ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି। ପଢନ୍ତୁ ଅଧିକ ଖବର...

ହିମାଚଳରେ ବରଫପାତ ଯୋଗୁଁ 609 ରୋଡ ବନ୍ଦ
ହିମାଚଳରେ ବରଫପାତ ଯୋଗୁଁ 609 ରୋଡ ବନ୍ଦ
author img

By

Published : Jan 12, 2020, 7:53 PM IST

ସିମଲା: ସାରା ଦେଶରେ ଜାରି ରହିଛି ଶୀତ ଲହରୀ। କିଛି ସ୍ଥାନରେ ପାରଦ ତଳକୁ ତଳ ଖସିବାରେ ଲାଗିଛି । ସ୍ଥାନେ ସ୍ଥାନେ ପର୍ଯ୍ୟଟକ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଯେତିକି ମଜା କରୁଛନ୍ତି ସେଠାରେ ସେତିକି ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି। ବରଫପାତ ଯୋଗୁଁ ନା ବିଜୁଳିର ସୁବିଧା ମିଳୁଛି ନା ପାଣିର। ଏମିତି ପରିସ୍ଥିତି ଦେଖିବାକୁ ମିଳିଛି ଉତ୍ତର ଭାରତୀୟ ହିମାଚଳ ପ୍ରଦେଶରେ।

ରାଜ୍ୟର ମୋଟାମୋଟି ଭାବେ 609ଟି ସ୍ଥଳପଥ ଜାମ ହୋଇ ରହିଛି । ସେଥିମଧ୍ୟରୁ 5ଟି ରାଜ୍ୟ ରାଜପଥ ରହିଥିବା ଜଣାପଡିଛି। ସେପଟେ ବିଜୁଳି ଓ ପାଣି ବିତରଣ ଯୋଜନା ମଧ୍ୟ ବାଧାପ୍ରାପ୍ତ ହୋଇଛି।

ଅନ୍ୟପଟେ ରାଜ୍ୟର କୁଲ୍ଲୁ ଜିଲ୍ଲାରେ ଯାତାୟତରେ ବାଧା ଉପୁଜିବାରୁ ରାସ୍ତାରୁ ବରଫକୁ ହଟାଯିବା ନେଇ କାମ ଆରମ୍ଭ ହୋଇଛି । ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ ପାରଦ 7 ଡିଗ୍ରୀରୁ ତଳେ ରହୁଥିବା ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ।

Intro:Ama police
ଆନନ୍ଦପୁର
ଆଙ୍କର-କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ପରିସରରେ ଆମ ପୋଲିସ ସମିତି ପକ୍ଷରୁ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂତନ ଥାନାଧିକାରୀ ରାମଚନ୍ଦ୍ର ବିଶ୍ୱାଳ ଯୋଗଦେଇ ପାର୍ବଣ ଆସୁଥିବାରୁ ଟ୍ରାଫିକ ବ୍ୟବସ୍ଥା ସହ ପୂଜା ଶୋଭାଯାତ୍ରା ଉପରେ କଟକଣା କରାଯିବ ସହ ବେଆଇନ ପାର୍କିଂ ଉପରେ ନଜର ରଖିବାକୁ ଆଲୋଚନା ହୋଇଥିଲା। ପୋଲିସ ଏବଂ ଜନତା ମଧ୍ୟରେ ଯେପରି ସୁସମ୍ପର୍କ ହୋଇପାରିବ ଅଭିଯୋଗକାରୀ ଯେପରି ଭଲ ନ୍ୟାୟ ପାଇପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯିବା ସହ ପୋଲିସ ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କ ସହ ମିଶିବା ପାଇଁ ଥାନାଧିକାରୀ କହିଥିଲେ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.