ETV Bharat / bharat

ସିମଲାରେ ତୁଷାରପାତ ଜାରି, ଜାତାୟତ ଠପ - ସିମଲାରେ ତୁଷାରପାତ ଜାରି

ହିମାଚଳପ୍ରଦେଶର ସିମଲା ଓ କିନୌରର ପାହାଡିଆ ଅଞ୍ଚଳରେ ତୁଷାରପାତ ଜାରି । ଅତ୍ୟଧିକ ତୁଷାରପାତ ଯୋଗୁଁ ତାପମାତ୍ରାରେ ହ୍ରାସ । ଅଧିକ ପଢନ୍ତୁ...

Snow again in kinnaur
ସିମଲାରେ ତୁଷାରପାତ ଜାରି
author img

By

Published : Mar 12, 2020, 4:52 PM IST

Updated : Mar 12, 2020, 11:08 PM IST

ସିମଲା: ମାର୍ଚ୍ଚ ମାସରେ ମଧ୍ୟ ପାହଡ ରାଣୀ ହିମାଚଳ ପ୍ରଦେଶରେ ଜାରି ରହିଛି ତୁଷାରପାତ । ବୁଧବାର ରାତି ଠାରୁ ସିମଲା ଓ କିନୌରର ପାହାଡିଆ ଅଞ୍ଚଳରେ ବରଫପାତ ଆରମ୍ଭ ହୋଇଛି । ଅତ୍ୟଧିକ ବରଫପାତ ଯୋଗୁଁ ରାସ୍ତାରେ ବହୁ ପରିମାଣର ବରଫ ଜମି ରହିଛି । ଯେଉଁଥିପାଇଁ ଯାତାୟତ ଏକ ପ୍ରକାର ଠପ ହୋଇଯାଇଛି। ଅନ୍ୟପଟେ କୁଫରୀ ଓ ମସୋବରାରେ ହାଲୁକା ବରଫ ବର୍ଷା ହୋଇଛି ।

ସିମଲାରେ ତୁଷାରପାତ ଜାରି, ଜାତାୟତ ଠପ

ନାରକଣ୍ଡା ଓ ଖଣ୍ଡାପଟ୍ଟରରେ ପ୍ରଶାସନ ପକ୍ଷରୁ ମେସିନ ଲଗାଯାଇ ରାସ୍ତାରୁ ବରଫ କଢାଯାଉଛି । ତେବେ ପାଣିପାଗ ବିଭାଗ ପକ୍ଷରୁ ଅଞ୍ଚଳରେ ଅରେଞ୍ଜ ଆର୍ଲଟ ଜାରି କରାଯାଇଛି । ଅତ୍ୟଧିକ ବରଫପାତ ଯୋଗୁଁ ତାପମାତ୍ରା ହ୍ରାସ ପାଇଛି । ଅନ୍ୟପଟେ ଗୁରୁବାର ଦିନ ତମାମ କେତେକ ଅଞ୍ଚଳରେ ଅତ୍ୟଧିକ କୁଆପଥର ବର୍ଷା ନେଇ ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ ।

ସେହିପରି ଶୁକ୍ରବାର ପର୍ଯ୍ୟନ୍ତ ପ୍ରଦେଶର କେତେକ ଅଞ୍ଚଳରେ ବରଫ ସହ ତୁଷାରପାତ ହେବା ନେଇ ସୂଚନା ଦେଇଛି ବିଭାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 12, 2020, 11:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.