ETV Bharat / bharat

6 ରାଜ୍ୟରେ ମନ୍ତ୍ରୀଙ୍କ ଆୟକର ଭରୁଛନ୍ତି ସରକାର - ଉତ୍ତର ପ୍ରଦେଶ

ମନ୍ତ୍ରୀଙ୍କ ଆୟକର ଦେଉଛନ୍ତି ରାଜ୍ୟ ସରକାର । ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଛତିଶଗଡ, ହରିୟାଣା, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ମନ୍ତ୍ରୀଙ୍କ ଆୟକର ସମ୍ପୃକ୍ତ ରାଜ୍ୟ ସରକାର ଭରୁଛନ୍ତି ।

ପ୍ରତିକାତ୍ମକ ଫଟୋ
author img

By

Published : Sep 18, 2019, 10:27 AM IST

ନୂଆଦିଲ୍ଲୀ: 6 ରାଜ୍ୟରେ ମନ୍ତ୍ରୀଙ୍କ ଆୟକର ଭରୁଛନ୍ତି ସମ୍ପୃକ୍ତ ରାଜ୍ୟ ସରକାର । 6 ରାଜ୍ୟ ମଧ୍ୟରେ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଛତିଶଗଡ, ହରିୟାଣା, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ରହିଛି ।

ଉତ୍ତରପ୍ରଦେଶରେ 1981 ମସିହାରୁ ମନ୍ତ୍ରୀଙ୍କ ଆୟକର ସରକାର ଭରୁଥିବାବେଳେ ଏହାକୁ ଖୁବଶୀଘ୍ର ବନ୍ଦ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି । ସେହିପରି ହରିୟାଣା ଓ ହିମାଚଳ ପ୍ରଦେଶରେ 1966 ମସିହାରୁ ସମସ୍ତ ମନ୍ତ୍ରୀଙ୍କ ଆୟକର ରାଜ୍ୟ ରାଜକୋଷରୁ ଯାଉଛି ।

ସେପଟେ ଉତ୍ତରାଖଣ୍ଡ ଓ ଛତିଶଗଡରେ 2000 ମସିହାରୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାନସଭା ବାଚସ୍ପତି, ଉପବାଚସ୍ପତି ଓ ବିରୋଧୀ ଦଳ ନେତାଙ୍କ ଆୟକର ରାଜ୍ୟ ସରକାର ଭରୁଛନ୍ତି । ମଧ୍ୟପ୍ରଦେଶରେ ମଧ୍ୟ 1994 ମସିହାରୁ ସମସ୍ତ ମନ୍ତ୍ରୀ ଏବଂ ସଂସଦୀୟ ସଚିବଙ୍କ ଆୟକର ରାଜ୍ୟ ସରକାର ଦେଉଛନ୍ତି ।

ସେପଟେ ପଞ୍ଜାବରେ ମଧ୍ୟ ଏହା ଲାଗୁ ହୋଇଥିଲା । ହେଲେ 2018 ମସିହାରୁ ଏହାକୁ ବନ୍ଦ କରିଦିଆଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.