ETV Bharat / bharat

ଚାଲିଲା ଲଭ ଏକ୍ସପ୍ରେସ, ମିଳିବେ ଜୀବନ ସାଥୀ - ଜୀବନ ସାଥୀ

ଚୀନରେ ପୁଅଙ୍କ ସଂଖ୍ୟା ତୁଳନାରେ ଝିଅଙ୍କ ସଂଖ୍ୟା କମ ଥିବାରୁ ସେଠାରେ ସରକାର ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଠାରେ 1000 ପୁଅ ଓ ଝିଅଙ୍କ ପାଇଁ ଏକ ସ୍ପେଶାଲ ଟ୍ରେନର ବ୍ୟବସ୍ଥା କରାଯାଇଛି । ଆଉ ଏହି ଟ୍ରେନର ନାଁ ରହିଛି ଲଭ ଏକ୍ସପ୍ରେସ ।

ପ୍ରତିକାତ୍ମକ ଫଟୋ
author img

By

Published : Sep 3, 2019, 3:17 AM IST

ଚୀନ: କଥାରେ ଅଛି ସାତ ଜନ୍ମର ସାଥୀ ହେବା ପାଇଁ ଏକ ପୁଅକୁ ଝିଅ ମିଳିବା ଦରକାର ଆଉ ଏକ ଝିଅକୁ ପୁଅ ମିଳିବା ଦରକାର । ତେବେ ଏହି ପ୍ରତିଜ୍ଞା ସେତେବେଳେ ପୁରା ହୋଇଥାଏ ଯେତେବେଳେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି । ହେଲେ ଚୀନରେ ପୁଅଙ୍କ ସଂଖ୍ୟା ତୁଳନାରେ ଝିଅଙ୍କ ସଂଖ୍ୟା କମ ଥିବାରୁ ସେଠାରେ ସରକାର ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି ।

ତେବେ ଏଠାରେ 1000 ପୁଅ ଓ ଝିଅଙ୍କ ପାଇଁ ଏକ ସ୍ପେଶାଲ ଟ୍ରେନର ବ୍ୟବସ୍ଥା କରାଯାଇଛି । ଆଉ ଏହି ଟ୍ରେନର ନାଁ ରହିଛି ଲଭ ଏକ୍ସପ୍ରେସ । କାରଣ ଚୀନରେ ଜନସଂଖ୍ୟା ନୀତି ଯୋଗୁଁ ଯୁବକଙ୍କୁ ବିବାହ ପାଇଁ ଯୁବତୀ ମିଳୁନଥିବା ଏକ ରିପୋର୍ଟରୁ ଜଣାଯାଇଛି ।

ଅନ୍ୟପଟେ ଏହି ଲଭ ଏକ୍ସପ୍ରେସରେ ରହିଛି 10 ଟି କୋଚ୍ । ରିପୋର୍ଟ ମୁତାବକ ଏହି ଟ୍ରେନରେ 3 ହଜାର ଲୋକ ଯାତାୟତ କରିବା ପରେ ସେମାନଙ୍କ ମଧ୍ୟରୁ 10 ଯୋଡା ଯୁବକ ଯୁବତୀ ବିବାହ କରିଥିବା ଜଣାପଡିଛି ।

Intro:Body:

ଚୀନରେ ପୁଅଙ୍କ ସଂଖ୍ୟା ତୁଳନାରେ ଝିଅଙ୍କ ସଂଖ୍ୟା କମ ଥିବାରୁ ସେଠାରେ ସରକାର ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଠାରେ 1000 ପୁଅ ଓ ଝିଅଙ୍କ ପାଇଁ ଏକ ସ୍ପେଶାଲ ଟ୍ରେନର ବ୍ୟବସ୍ଥା କରାଯାଇଛି । ଆଉ ଏହି ଟ୍ରେନର ନାଁ ରହିଛି ଲଭ ଏକ୍ସପ୍ରେସ । 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.