ETV Bharat / bharat

ଦେଶରେ 18 ଲକ୍ଷ ପାର କଲା କୋରୋନା ମାମଲା

24 ଘଣ୍ଟାରେ ଦେଶରେ 52972 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 771 ମୁଣ୍ଡ ନେଇଛି ଏହି ଭାଇରସ । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 18 ଲକ୍ଷ 3 ହଜାର 696ରେ ପହଞ୍ଚିଛି ।

corona
ଦେଶରେ 18 ଲକ୍ଷ ପାର କଲା କୋରୋନା ମାମଲା
author img

By

Published : Aug 3, 2020, 11:03 AM IST

Updated : Aug 3, 2020, 11:11 AM IST

ନୂଆଦିଲ୍ଲୀ: ବିଶ୍ବ ସମେତ ସମଗ୍ର ଦେଶ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କୋରୋନା ଭାଇରସ । ଗୃହମନ୍ତ୍ରୀ ଅମିତ ଶାହା କୋରୋନାରେ ଆକ୍ରାନ୍ତ ହେବାପରେ ଦେଶରେ ଭାଇରସର ଭୟବହତା ସ୍ପଷ୍ଟ ବାରି ହୋଇପଡୁଛି। ତେବେ ଦିନକୁ ଦିନ ଦେଶରେ କୋରୋନା ନିୟନ୍ତ୍ରଣ ହରାଉଛି । ଏହି କ୍ରମରେ 24 ଘଣ୍ଟାରେ ଦେଶରେ 52972 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 771 ମୁଣ୍ଡ ନେଇଛି ଏହି ଭାଇରସ । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 18 ଲକ୍ଷ 3 ହଜାର 696ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1,186,203 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 5,79,357 ଆକ୍ରାନ୍ତ ଏବେବି ଦେଶର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏଥିସହ ଏହି ମାରାତ୍ମକ ଭାଇରସ କାରଣରୁ 38,135 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

Last Updated : Aug 3, 2020, 11:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.