ETV Bharat / bharat

ପୁଲୱାମା ଶହୀଦଙ୍କ ଗାଁ ମାଟିରେ ପ୍ରସ୍ତୁତ ହେବ ଭାରତ ମାନଚିତ୍ର

author img

By

Published : Jul 24, 2019, 4:58 PM IST

ପୁଲୱାମା ଶହୀଦଙ୍କ ପାଇଁ ତାଙ୍କ ଗାଁ ମାଟିରୁ ପ୍ରସ୍ତୁତ ହେବ ଭାରତ ମାନଚିତ୍ର । ଗାୟକ ଉମେଶ ପ୍ରସ୍ତୁତ କରିବେ ଏହି ମାନଚିତ୍ରକୁ।

ଫାଇଲ ଫଟୋ

ନୂଆଦିଲ୍ଲୀ: ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ଏକ ସ୍ବତନ୍ତ୍ର ପ୍ରୟାସ କରୁଛନ୍ତି ଦେଶର ଜଣେ କଳାକାର । ଏଥିପାଇଁ ସେ ଶହୀଦଙ୍କ ଘର ଘର ବୁଲି ତାଙ୍କ ଜନ୍ମ ସ୍ଥଳରୁ ମାଟି ସଂଗ୍ରହ କରୁଛନ୍ତି । ଏହି ମାଟିରେ ସେ ଭାରତର ମାନଚିତ୍ର ପ୍ରସ୍ତୁତ କରିବେ ବୋଲି କହିଛନ୍ତି।

କର୍ଣ୍ଣାଟକ ମାଣ୍ଡ୍ୟା ଜିଲ୍ଲାର ଉମେଶ ନାମକ ଜଣେ ଗୀତକାର ପୁଲୱାମା ଶହୀଦଙ୍କ ଘର-ଘର ବୁଲି ତାଙ୍କ ପରିବାର ସହ ସାକ୍ଷାତ କରୁଛନ୍ତି । ଏହା ସହିତ ଶହୀଦଙ୍କ ଗାଁ-ସହରର ମାଟି ସଂଗ୍ରହ କରୁଛନ୍ତି । ତେବେ ପୁଲୱାମା ଶହୀଦଙ୍କ ସ୍ମୃତିରେ ଏହି ମାଟିରେ ସେ ଭାରତୀୟ ମାନଚିତ୍ର ପ୍ରସ୍ତୁତ କରିବେ । ଆକ୍ରମଣର ଏକ ବର୍ଷ ପୁର୍ତ୍ତି ଅବସରରେ ସେ ପୁଲୱାମା ଯିବେ ଏବଂ ଶହୀଦଙ୍କ ଜନ୍ମ ସ୍ଥଳରୁ ସଂଗ୍ରହ ମାଟିରେ ଭାରତୀୟ ମାନଚିତ୍ର ପ୍ରସ୍ତୁତ କରିବେ ।

ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ଫେବୃଆରୀ 14ରେ ଜମ୍ମୁ-କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କ ଉପରକୁ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ 40 ଜଣ ଯବାନ ଶହୀଦ ହୋଇଥିଲେ ।

New Delhi, July 24 (ANI): Air Chief Marshal Birender Singh Dhanoa paid homage at the National War Memorial in New Delhi on July 23. Wife of late Squadron Leader Ajay Ahuja along with wife of Late Subedar Mohd Shafi also paid homage on the occasion. National War Memorial was dedicated by the Prime Minister Narendra Modi on 25 Feb 2019 to all Martyrs of the Armed Forces of India who have made supreme sacrifice for the nation.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.